ପୁଣି ଓଡ଼ିଶାକୁ ଘାରିଲା କରୋନା ଭୟ, ଦିନକରେ ୧୪୬ ଆକ୍ରାନ୍ତ ଚିହ୍ନଟ
ଭୁବନେଶ୍ୱର: ପୁଣି ଓଡ଼ିଶାକୁ ଘାରିଲା କରୋନା ଭୟ। ଗତ ୨୪ ଘଣ୍ଟାରେ ରାଜ୍ୟରେ ୧୪୬ ନୂଆ ଆକ୍ରାନ୍ତ ଚିହ୍ନଟ୧୪୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଯାହାକୁ ନେଇ ଚିନ୍ତା ବଢ଼ିଛି। ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟିନ୍ରୁ ୮୭ ଜଣ ଚିହ୍ନଟ ହୋଇଥିବା ବେଳେ ଲୋକାଲ୍ କେସ୍ ୫୯ ରହିଛି।
ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୩୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଖୋର୍ଦ୍ଧା ପରେ କଟକରୁ ୨୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ୱିଟ୍ କରାଯାଇ ସୂଚନା ଦିଆଯାଇଛି।
Covid-19 Report For 21st March
New Positives Cases: 146
In quarantine: 87
Local contacts: 59(Details of local contacts will be shared by concerned District Administration)
District Wise Cases:
1. Angul: 3
2. Balasore: 4
3. Bargarh: 3
4. Balangir: 9
5. Cuttack: 25— I & PR Department, Odisha (@IPR_Odisha) March 22, 2021
6. Ganjam: 5
7. Jagatsinghpur: 3
8. Jajpur: 4
9. Jharsuguda: 1
10. Kalahandi: 2
11. Kendrapada: 1
12. Khurda: 35
13. Mayurbhanj: 13
14. Nawarangpur: 1
15. Nuapada: 12
16. Puri: 2
17. Rayagada: 2— I & PR Department, Odisha (@IPR_Odisha) March 22, 2021
18. Sambalpur: 1
19. Sundargarh: 12
20. State Pool: 8New recoveries: 58
Cumulative tested: 8814159
Positive: 338963
Recovered: 336124
Active cases: 867— I & PR Department, Odisha (@IPR_Odisha) March 22, 2021
ଚିହ୍ନଟ ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୩,୩୮,୯୬୩ରେ ପହଞ୍ଚିଛି। ସୁସ୍ଥ ସଂଖ୍ୟା-୩,୩୬,୧୨୪ ଥିବାବେଳେ ଆକ୍ଟିଭ କେସ୍-୮୬୭ ରହିଛି।