ଆସିଲା ରାଜ୍ୟ ସରକାରଙ୍କ ଅନ୍‌ଲକ୍ ଗାଇଡ୍ ଲାଇନ୍

ଭୁବନେଶ୍ୱର: ଅକ୍ଟୋବର ମାସ ପାଇଁ ରାଜ୍ୟ ସରକାର ଗାଇଡ୍ ଲାଇନ୍ ଜାରି କରିଛନ୍ତି। ଜାଣନ୍ତୁ କଣ ରହିବ ଖୋଲା ଓ କଣ ବନ୍ଦ ରହିବ:-

  • କଣ୍ଟେନମେଣ୍ଟ ଅଞ୍ଚଳରେ ଅକ୍ଟୋବର ୩୧ ଯାଏଁ ବଳବତ୍ତର ରହିବ ଲକଡାଉନ୍
  • ରାଜ୍ୟରେ ବନ୍ଦ ରହିବ ସିନେମା ହଲ୍ ଓ ସୁଇମିଂ ପୁଲ
  • କେବଳ କ୍ରୀଡ଼ାବିତଙ୍କ ପାଇଁ ସୁଇମିଂ ପୁଲ୍ ଖୋଲା ରହିବ
  • ୩୧ ଯାଏଁ ଥିଏଟର ଓ ଅଡିଟୋରିଅମ୍ ବନ୍ଦ ରହିବ
  • ସ୍କୁଲ, କଲେଜ ଓ ଅନ୍ୟ ଶିକ୍ଷାନୁଷ୍ଠାନ ମଧ୍ୟ ୩୧ ଯାଏଁ ବନ୍ଦ ରହିବ
  • ଶିକ୍ଷାନୁଷ୍ଠାନରେ ଅନ୍ଲାଇନ୍ ପାଠପଢା ପୂର୍ବ ପରି ଜାରି ରହିବ
  • ସାମାଜିକ, ରାଜନୈତିକ, କ୍ରୀଡ଼ା, ସାଂସ୍କୃତିକ, ଧାର୍ମିକ ସମାବେଶ ବନ୍ଦ
  • ସେଲୁନ୍, ସ୍ପା, ବିୟୁଟି ପାର୍ଲରରେ ପ୍ରତି ଗ୍ରାହକଙ୍କ ପାଇଁ ସାନିଟାଇଜ ବାଧ୍ୟତାମୂଳକ
  • କୋଭିଡ କଟକଣା ଉଲ୍ଲଙ୍ଘନ କଲେ ଦୋକାନ ମାଲିକ ଦାୟୀ ରହିବେ
  • ବାହାଘର କାର୍ଯ୍ୟକ୍ରମରେ ସର୍ବାଧତ୍କ ୫୦ ଜଣଙ୍କୁ ଅନୁମତି
  • ଅନ୍ତିମ ସଂସ୍କାରରେ ସର୍ବାଧତ୍କ ୨୦ ଜଣ ସାମିଲ ହୋଇପାରିବେ
  • ଉପନିର୍ବାଚନ ହେଉଥିବା ଅଞ୍ଚଳରେ ସମାବେଶ ଉପରେ କଟକଣା କୋହଳ
  • ଖୋଲା ଜାଗାରେ ୧୦୦ ଲୋକଙ୍କୁ ନେଇ ହୋଇ ପାରିବ ସମାବେଶ
  • ସମାବେଶରେ ମାସ୍କ ଓ ସାନିଟାଇଜେସନ୍ ବାଧ୍ୟତାମୂଳକ

 

ଆହୁରି ପଢ଼ନ୍ତୁ

ନଭେମ୍ବରରେ କେମିତି ଚାଲିବ ସରକାରୀ ଅଫିସ, ଆସିଲା ଗାଇଡ୍‌ଲାଇନ୍

କମ୍ବିଂ ଅପରେସନ୍ ବେଳେ ପୋଲିସ-ମାଓବାଦୀ ମୁହାଁମୁହିଁ

ଉପନିର୍ବାଚନ ପାଇଁ ୩ରେ ଛୁଟି ଘୋଷଣା

ରାଜ୍ୟରେ ମନ୍ଦିର ଖୋଲାଯିବା ଦରକାର: ଧର୍ମେନ୍ଦ୍ର

୨ଟି ଥାଳି ଫ୍ରି ଆଶାରେ ଅନ୍‌ଲାଇନ୍ ଅର୍ଡର କରୁଥିବା ବ୍ୟକ୍ତିଙ୍କ ଅବସ୍ଥା କଣ ହେଲା ଜାଣନ୍ତୁ

ସୁସ୍ଥ ହୋଇଥିବା ଲୋକଙ୍କୁ ବି ପୁଣି ଥରେ କରୋନା ହେବ କି ନାହିଁ ? ଓଡ଼ିଶାରେ ମିଳିଲା ପ୍ରମାଣ

ଟ୍ରକ୍ ଧକ୍କାରେ ଚାଲିଗଲା ଅଜା-ନାତିର ଜୀବନ

ହବିଷ୍ୟାଳୀଙ୍କ ପାଇଁ ମିଳିବ ମହାପ୍ରସାଦ

ଭୁବନେଶ୍ୱରରେ ଅଧା ଲୋକଙ୍କୁ ଛୁଇଁଗଲାଣି କରୋନା

ନିର୍ବାଚନ ପୂର୍ବରୁ ୧୫୦୦ ଅପରାଧୀ ଚିହ୍ନଟ, ୭୫ ୱାରେଣ୍ଟିଙ୍କୁ ଜେଲ୍

ଫେସବୁକ୍‌ରେ ପ୍ରେମ ନିବେଦନ କରି ଯୁବତୀଙ୍କୁ ଦେଖା କରିବାକୁ ଯାଇଥିଲେ, ତା’ ପରେ…

ଘର ତିଆରି ପାଇଁ ୧୫ ହଜାର ଟଙ୍କାରେ ବିକିଥିଲେ ଶିଶୁ କନ୍ୟା 

You might also like