ଟିଟିପିଏସ୍‌କୁ ରାଜ୍ୟ ସହଯୋଗ କରୁ : ଧର୍ମେନ୍ଦ୍ର

ଭୁବନେଶ୍ୱର : ତାଳଚେରରେ ପ୍ରସ୍ତାବିତ ଟିଟିପିଏସ-3 କୁ ରାଜ୍ୟ ସହଯୋଗ କରୁ।  ଟିଟିପିଏସ୍ ଥ୍ରୀ ପ୍ରକଳ୍ପ ଉପରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏଭଳି ମନ୍ତବ୍ୟ ରଖିଛନ୍ତି । ଓଡ଼ିଶା ସରକାର ବାଧା ନ ଦେଇ ଟିଟିପିଏସ୍-୩କୁ ସହଯୋଗ କରିବା ଉଚିତ୍ । କାରଣ ଏହି ପ୍ରକଳ୍ପ ଦ୍ୱାରା ଓଡ଼ିଶା ଓ ଦେଶ ଲାଭବାନ ହେବ ବୋଲି କହିଛନ୍ତି ଧର୍ମେନ୍ଦ୍ର  ।

ବିହାରର ବାର୍ ଏନ୍‌ଟିପିସିର ବିଦ୍ୟୁତ ମହଙ୍ଗା ହୋଇଛି ବାହାନା କରି ତାଳଚେର ପ୍ଲାଣ୍ଟର ଶସ୍ତା ବିଦ୍ୟୁତକୁ କାହିଁକି ଗୋଇଠା ମରାଯାଉଛି ବୋଲି ସେ ପ୍ରଶ୍ନ ଉଠାଇଛନ୍ତି।

You might also like