IAS ସ୍ତରରେ ପଦୋନ୍ନତି

ଭୁବନେଶ୍ୱର: ରାଜ୍ୟର IAS ସ୍ତରରେ ପଦୋନ୍ନତି ଦେଇଛନ୍ତି ରାଜ୍ୟ ସରକାର। ଗୃହ ବିଭାଗର ସଚିବ ଦାୟିତ୍ୱରେ ଥିବା IAS ସଞ୍ଜୀବ ଚୋପ୍ରାଙ୍କୁ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପାହ୍ୟାକୁ ପଦୋନ୍ନତି ମିଳିଛି। ଏଥିସହ ଶାଶ୍ୱତ ମିଶ୍ର, ବୀର ବିକ୍ରମ ଯାଦବ, ବିଶାଲ ଦେବ, ଭିନିଲ କ୍ରିଷ୍ଣା, ରତ୍ନାକର ରାଉତ ଓ ଦାଶରଥି ଶତପଥୀଙ୍କୁ ପଦୋନ୍ନତି ମିଳିଛି।

ପ୍ରଫୁଲ୍ଲ ଚନ୍ଦ୍ର ପ୍ରଧାନ, ଅଞ୍ଜନ କୁମାର ମାନିକ୍, ବେଣୁଧର ବେହେରା, ସୁରେଶ ଚନ୍ଦ୍ର ଦଳାଇ, ଦେବେନ୍ଦ୍ର ଜେନା, ଭୂପିନ୍ଦର ସିଂ ପୁନିଆ, ଯାମିନୀ ଷଡ଼ଙ୍ଗୀ, ଏମ୍. ମୁଥୁକୁମାର ଏବଂ ବି. ପରମେଶ୍ୱରନ୍‌ଙ୍କୁ ମଧ୍ୟ ପଦୋନ୍ନତି ମିଳିଛି।

ଗୁହା ପୁନମ୍ ତାପସ କୁମାର, ମାଗୁଣି ଚରଣ ପାତ୍ର, ବୃନ୍ଦାବନ ବେହେରା, ଧନଞ୍ଜୟ ହେମ୍ବ୍ରମ୍, ଗଙ୍ଗାଧର ପାତ୍ର, ପବିତ୍ର ମଣ୍ଡଳ, ସୁନୀଲ କୁମାର ନାୟକ, ବଟକୃଷ୍ଣ ଦେହୁରୀ ଓ ନିଖିଲ ପବନ କଲ୍ୟାଣଙ୍କୁ ବି ପଦୋନ୍ନତି ଦେଇଛନ୍ତି ରାଜ୍ୟ ସରକାର। ମନୀଷ ଅଗ୍ରୱାଲ, ବିନୀତ ଭରଦ୍ୱାଜ, ପମା ଟୁଡୁ, ସ୍ମୃତି ରଞ୍ଜନ ପ୍ରଧାନ, ସିଦ୍ଧାର୍ଥ ଦାସ, ପି. ଅନ୍ୱେଷା ରେଡି, ପାଟିଲ ଆଶିଷ ଈଶ୍ୱର, ଦିବାକର ଟି. ଏସ୍ ଓ ହେମକାନ୍ତ ସାଏଙ୍କୁ ବି ପଦୋନ୍ନତି ମିଳିଛି।

You might also like