ଓଡ଼ିଶା ପାଇଁ ଗୌରବ ଆଣିଲେ ଅନ୍ୟା
ଭୁବନେଶ୍ୱର/ଜାମସେଦପୁର: UPSC ଦ୍ୱାରା ପରିଚାଳିତ ଭାରତୀୟ ପ୍ରଶାସନିକ ସେବା ପରୀକ୍ଷାରେ ଓଡ଼ିଆ ଝିଅଙ୍କ କମାଲ୍।ଝାଡ଼ଖଣ୍ଡର ଜାମସେଦପୁରରେ ରହୁଥିବା ଓଡ଼ିଆ ଝିଅ ଅନ୍ୟା ଦାସ ୬୦ତମ ରାଙ୍କରେ ରହି ପରିବାର ପାଇଁ ଗୌରବ ଆଣିଛନ୍ତି। ଅନ୍ୟାଙ୍କ ଏହି ସଫଳତା ଉଭୟ ଓଡ଼ିଶା ଏବଂ ଝାଡ଼ଖଣ୍ଡ ପାଇଁ ଗୌରବ ଆଣିଥିବା ତାଙ୍କର ପରିବାର ଓ ସମ୍ପର୍କୀୟ କହିଛନ୍ତି। ଅନ୍ୟାଙ୍କ ବାପା ଜାମସେଦପୁରରୁ ପ୍ରକାଶିତ ଏକ ଓଡ଼ିଆ ପତ୍ରିକାର ସମ୍ପାଦକ ଭାବେ କାର୍ଯ୍ୟ କରୁଛନ୍ତି। ପରୀକ୍ଷାରେ ମୋଟ୍ ୭୫୯ ଜଣ ପରୀକ୍ଷାର୍ଥୀ […]
ଭୁବନେଶ୍ୱର/ଜାମସେଦପୁର: UPSC ଦ୍ୱାରା ପରିଚାଳିତ ଭାରତୀୟ ପ୍ରଶାସନିକ ସେବା ପରୀକ୍ଷାରେ ଓଡ଼ିଆ ଝିଅଙ୍କ କମାଲ୍।ଝାଡ଼ଖଣ୍ଡର ଜାମସେଦପୁରରେ ରହୁଥିବା ଓଡ଼ିଆ ଝିଅ ଅନ୍ୟା ଦାସ ୬୦ତମ ରାଙ୍କରେ ରହି ପରିବାର ପାଇଁ ଗୌରବ ଆଣିଛନ୍ତି।
ଅନ୍ୟାଙ୍କ ଏହି ସଫଳତା ଉଭୟ ଓଡ଼ିଶା ଏବଂ ଝାଡ଼ଖଣ୍ଡ ପାଇଁ ଗୌରବ ଆଣିଥିବା ତାଙ୍କର ପରିବାର ଓ ସମ୍ପର୍କୀୟ କହିଛନ୍ତି। ଅନ୍ୟାଙ୍କ ବାପା ଜାମସେଦପୁରରୁ ପ୍ରକାଶିତ ଏକ ଓଡ଼ିଆ ପତ୍ରିକାର ସମ୍ପାଦକ ଭାବେ କାର୍ଯ୍ୟ କରୁଛନ୍ତି।
ପରୀକ୍ଷାରେ ମୋଟ୍ ୭୫୯ ଜଣ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି।