‘ଆଜି ସୁଦ୍ଧା ଜରୁରୀକାଳୀନ ଅନୁଷ୍ଠାନକୁ ବିଦ୍ୟୁତ୍‌ ଯୋଗାଣ କରାଯିବ’

ଭୁବନେଶ୍ୱର : ବାତ୍ୟା ପରବର୍ତ୍ତୀ ବିଦ୍ୟୁତ୍‌ ପୁନରୁଦ୍ଧାର କାମ ନେଇ ସୂଚନା ଦେଇଛନ୍ତି ଶକ୍ତି ସଚିବ ହେମନ୍ତ ଶର୍ମା। ଆଜି ସୁଦ୍ଧା ଜରୁରୀକାଳୀନ ଅନୁଷ୍ଠାନକୁ ବିଦ୍ୟୁତ୍‌ ଯୋଗାଣ କରାଯିବ।

ହସ୍ପିଟାଲ, ରେଲ୍‌ୱେ, ଏୟାରପୋର୍ଟକୁ ଆଜି ହେବ ବିଦ୍ୟୁତ୍‌ ଯୋଗାଣ। ଆସନ୍ତାକାଲି ଘରୋଇ ଉପଭୋକ୍ତାଙ୍କୁ ବିଦ୍ୟୁତ୍‌ ସେବା ଦିଆଯିବ। ବାତ୍ୟାରେ ୧୨୦୦ କୋଟି ଟଙ୍କାର କ୍ଷତି ହୋଇଛି ବୋଲି କହିଛନ୍ତି ଶକ୍ତି ସଚିବ।

You might also like