• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Abinash Pati

କୋରାପୁଟ: ଟ୍ୟାଙ୍କରରେ ଭର୍ତ୍ତି କରି ଅଭିନବ ଉପାୟରେ ଗଂଜେଇ ଚାଲାଣ କରାଯାଉଥିବା ବେଳେ ପୁଲିସ ହାତରେ ଧରାପଡ଼ିଛି। ଦଶ କିଲୋ ନୁହେଁ କି ୫୦ କିଲୋ ନୁହେଁ, ତାପୁଣି ଶହ ଶହ କିଲୋ ଓଜନର ଗଂଜେଇ ଚାଲାଣ କରାଯାଉଛି। କୋରାପୁଟ ଜିଲ୍ଲା ନନ୍ଦପୁର ଥାନା ଅନ୍ତର୍ଗତ ପୀତାଗୁଡ଼ା ଅଞ୍ଚଳରୁ ଏଭଳଇ ଘଟଣା ସାମ୍ନାକୁ ଆସିଛି।

ଉତ୍ତରପ୍ରଦେଶରୁ ଆସି ଗଂଜେଇ ମାଫିଆ ଏକ ଟ୍ରାକ୍ଟରରେ ଟ୍ୟାଙ୍କର ଯୋଡ଼ି ଗଂଜେଇ ଚାଲାଣ କରୁଥିଲେ। ଏ ସମ୍ପର୍କରେ କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍ ଖବର ପାଇ ଗାଁରେ ଚଢ଼ାଉ କରିବା ସହ ୮୫୦ କିଲୋ ଓଜନର ଗଂଜେଇକୁ ଜବତ କରିଛି। ଜବତ ଗଂଜେଇର ଅନୁମାନିକ ମୂଲ୍ୟ ୧ ଲକ୍ଷ ୭୦ ହଜାର ଟଙ୍କା ହେବ ବୋଲି ପୋଲିସ କହିଛି।

ଏହି ଘଟଣାରେ ପୋଲିସ ୫ ଜଣଙ୍କୁ ଗିରଫ କରିଛି। ୫ ଜଣଙ୍କ ମଧ୍ୟରୁ ଉତ୍ତରପ୍ରଦେଶର ଧରମ୍‌ଜିତ ଶର୍ମା, ରଜନୀଶ ଶର୍ମା ଏବଂ କହ୍ନୈୟା ସିଂ ଏବଂ ସ୍ଥାନୀୟ ଅଞ୍ଚଳର ମଧୁସୂଦନ ଗୋଲରି ଏବଂ ଉଗ୍ର ପୂଜାରୀ। ଏହି ୨ ଜଣଙ୍କ ସହାୟତାରେ ୟୁପିର ୩ ଅଭିଯୁକ୍ତ ଓଡ଼ିଶାରେ ଗଂଜେଇ କାରବାର ଚଳାଉଥିବା ପୋଲିସ ସୂଚନା ଦେଇଛି।

Odisha-crime-branch-seizes-850-kg-ganja-at-pitaguda-nandpur-in-koraput
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories