• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Odishatv Bureau

ଭୁବନେଶ୍ୱର: ମିସେସ ଇଣ୍ଡିଆ ୨୦୧୯ରେ ଓଡ଼ିଆ ମହିଳା ସ୍ନେହା କମାଲ ଦେଖାଇଛନ୍ତି। କୋରାପୁଟ ଜିଲ୍ଲା ହାଲ ଟାଉନସିପରେ ଜନ୍ମିତ ସ୍ନେହା ରାଜସ୍ଥାନର ଜୟପୁରରେ ଶେଷ ହୋଇଥିବା ମିସେସ୍ ଇଣ୍ଡିଆ ବିୟୁଟି ପିଜାଣ୍ଟସରେ ବେଷ୍ଟ ଓ୍ୱାକ୍ କ୍ରାଉନ ଜିଣିଛନ୍ତି।

ବିଜିନେସ୍, ଫର୍ମାଲ ପ୍ରଶ୍ନ ଉତ୍ତର, ଟ୍ୟାଲେଣ୍ଟ ଓ ଫିଟନେସ ରାଉଣ୍ଡରେ ଜୁରୀ ମେମ୍ବରଙ୍କୁ ଆକର୍ଷିତ କରି ଏହି କ୍ରାଉନ ଜିତିଛନ୍ତି ସ୍ନେହା। ଇଣ୍ଡିଆନ ଫ୍ୟାଶନ ଫିଏସ୍ତା ପକ୍ଷରୁ ଏହି ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ସାରା ଦେଶରୁ ୨ ଶହରୁ ଊର୍ଦ୍ଧ୍ୱ ପ୍ରତିଯୋଗୀ ଏଥିରେ ଭାଗ ନେଇଥିଲେ।

ସ୍ନେହା ଜଣେ ଫ୍ୟାଶନ ଡିଜାଇନର। ୨୦୧୦ରେ ଜାତୀୟ ସ୍ତରର ରାକେଟଲନ୍ ଚାମ୍ପିୟନସିପରେ ମଧ୍ୟ ସେ କୃତିତ୍ୱ ଅର୍ଜନ କରିଥିଲେ।

https://youtu.be/KZzFihcuy98

Odisha-born-sneha-wins-best-walk-crown-in-mrs-india-contest
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories