ରେକର୍ଡ ଭାଙ୍ଗିଲା: ଦିନକରେ ସୁସ୍ଥ ହେଲେ ୧୧୧୯ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ଆଜି ରେକର୍ଡ ସଂଖ୍ୟକ କରୋନା ଆକ୍ରାନ୍ତ ହେଲେ ସୁସ୍ଥ ଦିନକରେ ସୁସ୍ଥ ହେଲେ ୧୧୧୯ କରୋନା ଆକ୍ରାନ୍ତ। ଗଞ୍ଜାମରେ ସର୍ବାଧିକ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ଆରୋଗ୍ୟଙ୍କ ସଂଖ୍ୟା ୨୩୦୭୩ରେ ପହଞ୍ଚିଲା।

କେଉଁ ଜିଲ୍ଲାରୁ କେତେ:-

ଗଂଜାମରେ ସର୍ବାଧିକ ୩୫୪ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଖୋର୍ଦ୍ଧା ୯୭, ଗଜପତି ୮୩, ଯାଜପୁର ୭୦, କେନ୍ଦୁଝରରୁ ୫୭ ସୁସ୍ଥ ହୋଇଛନ୍ତି। କଟକ ୫୦, ବୌଦ୍ଧ ୪୦, ନୟାଗଡ଼ ୩୭, ରାୟଗଡ଼ାରୁ ୩୫ ସୁସ୍ଥ ହୋଇଛନ୍ତି। ପୁରୀ ୩୧, ବାଲେଶ୍ୱର ୩୦, ମୟୂରଭଂଜ ୨୯, ଭଦ୍ରକରୁ ୨୮ ସୁସ୍ଥ ହୋଇଛନ୍ତି।


ସେହିପରି ଜଗତସିଂହପୁର ୨୭, ଢେଙ୍କାନାଳ ୨୪, ସୁନ୍ଦରଗଡ଼ ୨୨, କନ୍ଧମାଳରୁ ୧୭, ବଲାଙ୍ଗିର ଓ ସମ୍ବଲପୁରରୁ ୧୬ ଲେଖାଏଁ, ମାଲକାନଗିରିରୁ ୧୫ ସୁସ୍ଥ ହୋଇଛନ୍ତି। ନବରଙ୍ଗପୁର ୧୨, କେନ୍ଦ୍ରାପଡ଼ା ୧୧, ଅନୁଗୁଳ ଓ କୋରାପୁଟରୁ ୫ ଲେଖାଏଁ, ବରଗଡ଼ ୪, ସୋନପୁର ୩ ଏବଂ ଝାରସୁଗୁଡ଼ାରୁ ଜଣେ ସୁସ୍ଥ ହୋଇଛନ୍ତି।

ଆହୁରି ପଢ଼ନ୍ତୁ

ପୋଲିସ ପଞ୍ଝାରେ କଫ୍ ସିରପ୍ ମାଫିଆ ଜଗା, ୧୮ ଶହ ବୋତଲ ଜବତ

କୋରାପୁଟରୁ କଟକ: ପୂରଣ ହେଲା ଆଦିବାସୀ ଝିଅର ସଙ୍ଗୀତ ସ୍ଵପ୍ନ

ଦିନକରେ ସୁସ୍ଥ ହେଲେ ୪୦୧୮ କରୋନା ଆକ୍ରାନ୍ତ

Bhubaneswar Corona News: ଭୁବନେଶ୍ୱରରୁ ୩୨୫ କରୋନା ଆକ୍ରାନ୍ତ ଚିହ୍ନଟ, ୨୧୮ ଲୋକାଲ କେସ୍

ଶ୍ରୀକୃଷ୍ଣଙ୍କ ପ୍ରେମରେ ବାୟା ଋଷିଆନ୍ ଦମ୍ପତି

‘ବିଜେଡିର ବିରୋଧ ପଛରେ ସିବିଆଇ ରେଡ୍’

ବୋହୂର ପିଲାପିଲି ନହେବାରୁ ଶ୍ୱଶୁର ଭିଆଇଲା ଏଭଳି କାଣ୍ଡ

ରାଜ୍ୟରେ କାହିଁକି ବଢ଼ୁଛି କରୋନା ସଂକ୍ରମଣ?

ଡାକ୍ତରଖାନା ଷ୍ଟ୍ରେଚରରେ ରୋଗୀଙ୍କୁ ଶୁଆଇ ସହର ବୁଲିଲେ ସଂପର୍କୀୟ

ରାଜ୍ୟସଭାରେ କୃଷି ବିଲ୍‌କୁ ବିରୋଧ କଲା ବିଜେଡି

ଘର ଭିତରୁ ମିଳିଲା ବାଘର କଟା ମୁଣ୍ଡ, ଛାଲ

‘ଧାର୍ମିକ ଭାବନାକୁ ଆଘାତ ଦେଇ ଫେସବୁକ୍‌ରେ ପୋଷ୍ଟ କରିଥିବା ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ’

You might also like