ଅନିର୍ଦ୍ଦିଷ୍ଟକାଳ ଯାଏ ଓଡ଼ିଆ ଫିଲ୍ମ ଫେୟାର ଆୱାର୍ଡସ୍ ସ୍ଥଗିତ
ଭୁବନେଶ୍ୱର: ଅନିର୍ଦ୍ଦିଷ୍ଟକାଳ ଯାଏ ଓଡ଼ିଆ ଫିଲ୍ମ ଫେୟାର ଆୱାର୍ଡସ୍ କାର୍ଯ୍ୟକ୍ରମକୁ ସ୍ଥଗିତ ରଖାଯାଇଛି।ଆଜି ସନ୍ଧ୍ୟାରେ ଭୁବନେଶ୍ୱର ଜନତା ମଇଦାନରେ ଏହି କାର୍ଯ୍ୟକ୍ରମ ଆୟୋଜନ ହେବାର ଥିଲା। ତେବେ କରୋନା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି ହୋଇଥିବା କଟକଣାକୁ ଦୃଷ୍ଟିରେ ରହି ଏହାକୁ ସ୍ଥଗିତ ରଖାଯାଇଛି। ଏନେଇ ଆୟୋଜକ ହ୍ୱାଇଟ୍ କାନଭାସ୍ ପକ୍ଷରୁ କୁହାଯାଇଛି। ପରିସ୍ଥିତି ସୁଧୁରିବା ପରେ ଆୱାର୍ଡ ଶୋ’ ନେଇ ନିଷ୍ପତ୍ତି ନିଆଯିବ ବୋଲି ସୂଚନା ମିଳିଛି। ଆହୁରି ମଧ୍ୟ ପଢ଼ନ୍ତୁ: ତରଙ୍ଗ ସିନେ […]
ଭୁବନେଶ୍ୱର: ଅନିର୍ଦ୍ଦିଷ୍ଟକାଳ ଯାଏ ଓଡ଼ିଆ ଫିଲ୍ମ ଫେୟାର ଆୱାର୍ଡସ୍ କାର୍ଯ୍ୟକ୍ରମକୁ ସ୍ଥଗିତ ରଖାଯାଇଛି।ଆଜି ସନ୍ଧ୍ୟାରେ ଭୁବନେଶ୍ୱର ଜନତା ମଇଦାନରେ ଏହି କାର୍ଯ୍ୟକ୍ରମ ଆୟୋଜନ ହେବାର ଥିଲା।
ତେବେ କରୋନା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି ହୋଇଥିବା କଟକଣାକୁ ଦୃଷ୍ଟିରେ ରହି ଏହାକୁ ସ୍ଥଗିତ ରଖାଯାଇଛି। ଏନେଇ ଆୟୋଜକ ହ୍ୱାଇଟ୍ କାନଭାସ୍ ପକ୍ଷରୁ କୁହାଯାଇଛି। ପରିସ୍ଥିତି ସୁଧୁରିବା ପରେ ଆୱାର୍ଡ ଶୋ’ ନେଇ ନିଷ୍ପତ୍ତି ନିଆଯିବ ବୋଲି ସୂଚନା ମିଳିଛି।
ଆହୁରି ମଧ୍ୟ ପଢ଼ନ୍ତୁ: ତରଙ୍ଗ ସିନେ ଉତ୍ସବକୁ ଫିକା କରିଦେଲା କରୋନା