୫ବର୍ଷ ହେଲା ନଳକୂଅରୁ ଆପେ ବାହାରୁଛି ପାଣି !

ନୂଆପଡ଼ା  : ନଳକୂଅରୁ ଆପେ ଆପେ ବାହାରୁଛି ପାଣି। ହ୍ୟାଣ୍ଡଲ ବ୍ୟବହାର କରିବାକୁ ପଡୁନାହିଁ।  ଏହା ଆଜି କାଲି କିମ୍ବା ଦିନେ ଅଧେର କଥା ନୁହେଁ , ପୁରା ୫ ବର୍ଷ ହେଲାଣି ଏହି ନୂଳକୂଅରୁ ଆପେ ଆପେ ପାଣି ବାହାରୁଛି।

ଏହି ନଳକୂଅ ଅଛି ନୂଆପଡ଼ା ଜିଲ୍ଲା ଖଡ଼ିଆଳ ନିକଟ ଗୋଲାମୁଣ୍ଡି ବସ୍‌ଷ୍ଟାଣ୍ଡ ପାଖରେ।  ଖରା, ବର୍ଷା, ଶୀତ ସବୁ ଦିନ ସମାନ ପାଣି ବାହାରୁଛି। କେଉଁ ଦିନ ଟିକେ ମଧ୍ୟ କମିବାର ନାହିଁ। ନଳକୂଅ ଖୋଳା ହେବାର ପ୍ରଥମ ଦିନରୁ ଏହି ନଳକୂଅରୁ ଏପରି ପାଣି ବାହାରୁଛି। ଏହି ପାଣିକୁ ସଂଚୟ କରି ଯେକୌଣସି କାମରେ ବ୍ୟବହାର କରାଯାଇପାରିବ ବୋଲି ଯନ୍ତ୍ରୀ କହିଛନ୍ତି।

ଆହୁରି ପଢ଼ନ୍ତୁ

Bhubaneswar Corona News: ଭୁବନେଶ୍ୱରରୁ ୩୨୫ କରୋନା ଆକ୍ରାନ୍ତ ଚିହ୍ନଟ, ୨୧୮ ଲୋକାଲ କେସ୍

ଶ୍ରୀକୃଷ୍ଣଙ୍କ ପ୍ରେମରେ ବାୟା ଋଷିଆନ୍ ଦମ୍ପତି

‘ବିଜେଡିର ବିରୋଧ ପଛରେ ସିବିଆଇ ରେଡ୍’

ବୋହୂର ପିଲାପିଲି ନହେବାରୁ ଶ୍ୱଶୁର ଭିଆଇଲା ଏଭଳି କାଣ୍ଡ

ରାଜ୍ୟରେ କାହିଁକି ବଢ଼ୁଛି କରୋନା ସଂକ୍ରମଣ?

ଡାକ୍ତରଖାନା ଷ୍ଟ୍ରେଚରରେ ରୋଗୀଙ୍କୁ ଶୁଆଇ ସହର ବୁଲିଲେ ସଂପର୍କୀୟ

ରାଜ୍ୟସଭାରେ କୃଷି ବିଲ୍‌କୁ ବିରୋଧ କଲା ବିଜେଡି

ଘର ଭିତରୁ ମିଳିଲା ବାଘର କଟା ମୁଣ୍ଡ, ଛାଲ

‘ଧାର୍ମିକ ଭାବନାକୁ ଆଘାତ ଦେଇ ଫେସବୁକ୍‌ରେ ପୋଷ୍ଟ କରିଥିବା ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ’

ଦିନକରେ ୧୦ ଆକ୍ରାନ୍ତଙ୍କ ମୃତ୍ୟୁ, ଓଡ଼ିଶାରେ ୭୦୦ ଟପିଲା କରୋନା ମୃତ୍ୟୁ ସଂଖ୍ୟା

୨୪ ଘଣ୍ଟାରେ ଓଡ଼ିଶାରେ ୪,୩୩୦ କରୋନା ପଜିଟିଭ୍‌ ଚିହ୍ନଟ: ଖୋର୍ଦ୍ଧାରୁ ୬୪୪, କଟକରୁ ୫୪୯

ବଙ୍ଗୋପସାଗରରେ ଲଘୁଚାପ ବଳୟ ସୃଷ୍ଟି, ଆସନ୍ତା ୩ ଦିନ ଯାଏ ବର୍ଷା ସମ୍ଭାବନା

You might also like