• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Abinash Pati

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲାର ବୀରମିତ୍ରପୁର ବସ୍‌ଷ୍ଟାଣ୍ଡରୁ ଉଦ୍ଧାର ନାବାଳିକାର ଗର୍ଭପାତ ଅଭିଯୋଗରେ ପୋଲିସର ଭୂମିକା ଏବେ ସନ୍ଦେହ ଘେରକୁ ଆସିଛି। ବୀରମିତ୍ରପୁର ଥାନା ଅଧିକାରୀ ଓ ଜଣେ ଡାକ୍ତରଙ୍କ ସମେତ ଘଟଣାରେ ସଂପୃକ୍ତ ଅନ୍ୟ ୪ ଜଣଙ୍କ ନାଁରେ ମାମଲା ରୁଜୁ ହୋଇଛି।

ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀଙ୍କ ପକ୍ଷରୁ ରାଏବଗା ଥାନାରେ ଏନେଇ ଲିଖିତ ଭାବେ ଅଭିଯୋଗ ହୋଇଥିଲା। ଅଭିଯୋଗ ଆଧାରରେ ୬ ଜଣଙ୍କ ନାଁରେ ମାମଲା ରୁଜୁ ହୋଇଛି।

ସୁନ୍ଦରଗଡ଼ ଏସ୍ପିଙ୍କ ନେତୃତ୍ୱରେ ଏକ ୫ଜଣିଆ ଟିମ୍ ଗତକାଲି ବିଶ୍ରାସ୍ଥିତ ଚାଇଲ୍ଡ ଲାଇନ୍‌ରେ ପହଞ୍ଚି ନାବାଳିକାଙ୍କୁ ପ୍ରାୟ ଅଢେଇ ଘଣ୍ଟା ଧରି ପଚରାଉଚରା କରିଥିଲେ। ଆଜି ମଧ୍ୟ ନିଜେ ଏସ୍ପି ବୀରମିତ୍ରପୁର ଥାନାକୁ ଆସି ଘଟଣାର ତଦନ୍ତ କରୁଛନ୍ତି। ଗତ ୨୧ ତାରିଖରେ ଏନେଇ ସମ୍ପୃକ୍ତ ନାବାଳିକା ଶିଶୁ ସୁରକ୍ଷା ୟୁନିଟ୍‌ରେ ଅଭିଯୋଗ କରିଥିଲେ।

Now-police-come-under-the-the-doubt-in-sundargarh-pregnant-minor-girl-case
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories