ରାଜ୍ୟରେ ୨ଦିନ ଧରି ପାଗ ଶୁଖିଲା ରହିବ
ଭୁବନେଶ୍ୱର : ଲଗାଣ ବର୍ଷା ପରେ ବଦଳିଛି ପାଗ। ରାଜ୍ୟରେ ୨ଦିନ ଧରି ପାଗ ଶୁଖିଲା ରହିବ ବୋଲି କହିଛି ପାଣିପାଗ କେନ୍ଦ୍ର। ଗତ ୨୪ ଘଣ୍ଟା ମଧ୍ୟରେ ତାଳଚେରରେ ସର୍ବାଧିକ ୬୮ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ରାଜ୍ୟ ଉପରେ ଥିବା ଲଘୁଚାପ ଏବେ ଉତ୍ତର ଦିଗକୁ ଗତି କରୁଛି। ଏହାର ପ୍ରଭାବରେ କିଛି ସ୍ଥାନରେ ସ୍ୱଳ୍ପ ବର୍ଷା ହୋଇପାରେ ବୋଲି ଅନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର।
ଭୁବନେଶ୍ୱର : ଲଗାଣ ବର୍ଷା ପରେ ବଦଳିଛି ପାଗ। ରାଜ୍ୟରେ ୨ଦିନ ଧରି ପାଗ ଶୁଖିଲା ରହିବ ବୋଲି କହିଛି ପାଣିପାଗ କେନ୍ଦ୍ର। ଗତ ୨୪ ଘଣ୍ଟା ମଧ୍ୟରେ ତାଳଚେରରେ ସର୍ବାଧିକ ୬୮ ମିଲିମିଟର ବର୍ଷା ରେକର୍ଡ କରାଯାଇଛି।
ରାଜ୍ୟ ଉପରେ ଥିବା ଲଘୁଚାପ ଏବେ ଉତ୍ତର ଦିଗକୁ ଗତି କରୁଛି। ଏହାର ପ୍ରଭାବରେ କିଛି ସ୍ଥାନରେ ସ୍ୱଳ୍ପ ବର୍ଷା ହୋଇପାରେ ବୋଲି ଅନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର।