• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Chandan Shishu

ଭୁବନେଶ୍ୱର: ରାଜଧାନୀ ରାସ୍ତା କଡରୁ ହଟିବ ପୁରୁଣା ଗାଡିର ବେଆଇନ ପାର୍କିଂ। ବାରମ୍ବାର ଅଭିଯୋଗ ପରେ ଏବେ ଚେତା ପଶିଛି। ରାଜଧାନୀ ରାସ୍ତା କଡରୁ ପୁରୁଣା ଗାଡି ଗୁଡିକୁ ହଟାଇବା ପାଇଁ ଆଜିଠୁ ଏକ ସ୍ୱତନ୍ତ୍ର ଡ୍ରାଇଭ ଆରମ୍ଭ କରିଛି ଟ୍ରାଫିକ। ଭୁବନେଶ୍ୱରର ବରମୁଣ୍ଡା, ରସୁଲଗଡ ଏବଂ କଳ୍ପନାରେ ଆଜି ଟ୍ରାଫିକ ପକ୍ଷରୁ ଗାଡି ଗୁଡିକୁ ଉଠାଯାଇଛି ଟ୍ରାଫିକ ସମସ୍ୟା ଏବଂ  ଦୁର୍ଘଟଣା ଯୋଗୁଁ ବାରମ୍ବାର ଅଭିଯୋଗ ପରେ ଆଜି କାର୍ଯ୍ୟାନୁଷ୍ଠାନ ନେଇ ଡ୍ରାଇଭ ଆରମ୍ଭ ହୋଇଛି। ତେବେ ଆଗକୁ ଭୁବନେଶ୍ୱରର ସମସ୍ତ ଅଞ୍ଚଳରେ ଏହି ଡ୍ରାଇଭ କରାଯିବ ବୋଲି କହିଛନ୍ତି ଟ୍ରାଫିକ ଡିସିପି ସୌମ୍ୟା ମିଶ୍ର।

ଯଦି ନିଜ ଆଖପାଖ ଅଞ୍ଚଳରେ ଏମିତି ବେଆଇନ ପୁରୁଣା ଗାଡି ପାର୍କିଂ ଦେଖନ୍ତି, ତେବେ ରାଜଧାନୀବାସୀ ସୋସିଆଲ ମିଡିଆ କିମ୍ଭା ୧୦୦ ନମ୍ବରକୁ କଲ୍ କରି ମଧ୍ୟ ଅଭିଯୋଗ କରିପାରିବେ ବୋଲି ଟ୍ରାଫିକ ଡିସିପି କହିଛନ୍ତି। ଭୁବନେଶ୍ୱରର ରାସ୍ତା କଡରେ ପୁରୁଣା ଓ ଅବ୍ୟବହୃତ ଗାଡି ବର୍ଷ ବର୍ଷ ଧରି ପଡି ରହୁଛି। ଗାଡି ମାଲିକ ମାନେ ସେହି ଗାଡିକୁ ନେଉଛନ୍ତି ନା ନଷ୍ଟ କରୁଛନ୍ତି। ବିଶେଷ କରି ବରମୁଣ୍ଡା ବସ୍ ଷ୍ଟାଣ୍ଡ, ରସୁଲଗଡ ଶିଳ୍ପାଞ୍ଚଳରେ ଏମିତି  ବହୁତ ଗାଡି ପଡି ରହିଛି।

No-more-abandoned-vehicles-along-roads-in-bhubaneswar
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories