ନବୋନ୍ମେଷ ସୂଚକାଙ୍କରେ ଓଡ଼ିଶାକୁ ଦ୍ୱାଦଶ ସ୍ଥାନ

ନିବେଶକୁ ଫଳାଫଳରେ ରୂପାନ୍ତରିତ କରିବାରେ କେତେ ସଫଳ ହୋଇଛି ଓଡ଼ିଶା ? ନୀତି ଆୟୋଗ ଦ୍ୱାରା ପ୍ରକାଶିତ ଭାରତ ନବୋନ୍ମେଷ ସୂଚକାଙ୍କରେ ଓଡ଼ିଶା ଦ୍ୱାଦଶ ସ୍ଥାନ ଅଧିକାର କରିଛି। ମାନବ ସମ୍ବଳ, ନିବେଶ, ଟେକ୍ନୋଲୋଜି ଓ ବ୍ୟବସାୟିକ ସ୍ଥିତିକୁ ନେଇ ପ୍ରସ୍ତୁତ ଏହି ନବୋନ୍ମେଷ ମାନ୍ୟତାରେ କର୍ଣ୍ଣାଟକ ଶୀର୍ଷରେ ଥିବା ବେଳେ, ପଛକୁ ତାମିଲନାଡୁ, ମହାରାଷ୍ଟ୍ର ଓ ଦିଲ୍ଲୀ ରହିଛି।

ଶୀର୍ଷ ୧୦ଟି ନବୋନ୍ମେଷୀ ରାଜ୍ୟ ମଧ୍ୟରେ ଅଧିକ ଦକ୍ଷିଣ ଓ ପଶ୍ଚିମ ଭାରତୀୟ ରାଜ୍ୟ ରହିଛନ୍ତି। ତେବେ ଏନେବଲର୍ସ ଓ ପରଫର୍ମାନ୍ସ ରାଙ୍କରେ ଓଡ଼ିଶାକୁ ଯଥାକ୍ରମେ ଦଶମ ଓ ଏକାଦଶ ସ୍ଥାନ ମିଳିଛି।

You might also like