ଥାନାରେ ହାଜର ପାଇଁ ମହଲତ ମାଗିଲେ ନିକିତାଙ୍କ ଶାଶୂ ଓ ଶ୍ୱଶୁର

କଟକ : ଅଭିନେତ୍ରୀ ନିକିତା ଓରଫ ଲକ୍ଷ୍ମୀପ୍ରିୟା ବେହେରା ମୃତ୍ୟୁ ମାମଲାରେ ଥାନାରେ ହାଜର ପାଇଁ ମହଲତ ମାଗିଲେ ନିକିତାଙ୍କ ଶାଶୂ ଓ ଶ୍ୱଶୁର। କଟକ ଚାଉଳିଆଗଂଜ ଥାନାକୁ ଚିଠି ଲେଖି ୧୫ ଦିନ ସମୟ ମାଗିଲେ।

ନିକିତାଙ୍କ ସ୍ୱାମୀ ଲିପନ ସାହୁଙ୍କ ବାପା ଲିଙ୍ଗରାଜ ସାହୁ ଓ ମାଆ କୁନ୍ତଳା ସାହୁ ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ସମୟ ମାଗିଥିବା ପୁଲିସ ସୂତ୍ରରୁ ସୂଚନା ମିଳିଛି।

ପୂର୍ବରୁ ଥାନାରେ ହାଜର ହେବାକୁ ପୁଲିସ ଦେଇଥିବା ମହଲତ ଆଜି ସରୁଥିଲା। ଉଭୟଙ୍କୁ ଥାନାରେ ହାଜର ଲାଗି ତାଙ୍କ ଘରେ ଲଟକା ଜାରି କରାଯାଇଥିଲା।

ଆହୁରି ପଢ଼ନ୍ତୁ

ଉପକୂଳ ଓଡ଼ିଶାରେ ବନ୍ୟା ବିପଦ

ପଶ୍ଚିମ ଓଡ଼ିଶାରେ ଧର୍ମେନ୍ଦ୍ର ପ୍ରଧାନଙ୍କ ବନ୍ୟା କ୍ଷତିଗ୍ରସ୍ତ ଅଞ୍ଚଳ ପରିଦର୍ଶନ

ଅଡୁଆରେ ସୁନ୍ଦରଗଡ଼ ଏସ୍‌ପି ; ମାଡ଼ ମାରି ମହିଳାଙ୍କ ଗର୍ଭନଷ୍ଟ କରିଥିବା ଅଭିଯୋଗରେ ମାମଲା ରୁଜୁ

ନିଃସନ୍ତାନ ଥିବାରୁ ଏମିତି ନିଷ୍ପତ୍ତି ନେଲେ କି ପ୍ରଫେସର ଓ ତାଙ୍କ ପତ୍ନୀ ?

ଆଇଆଇସି ଓ ତହସିଲଦାରଙ୍କୁ ଏସ୍‌ଟିଏଫ୍‌ର ଘନଘନ ଜେରା

ଶ୍ରୀମନ୍ଦିର ସୁରକ୍ଷା ନେଇ କ୍ୟାବିନେଟ୍ ନିଷ୍ପତ୍ତି ପରେ ବଢୁଛି ଅସନ୍ତୋଷ

SCB ଆସିବେ ଜଗା କାଳିଆ

ଚୌଦ୍ୱାରର ବିଭିନ୍ନ ସ୍ଥାନରେ ଇମ୍ଫାର ଜନକଲ୍ୟାଣ କାର୍ଯ୍ୟକ୍ରମ

କିଓସ୍କ ବ୍ୟାଙ୍କ ଠକେଇ ମାମଲାରେ କେନ୍ଦ୍ର ପରିଚାଳକ ଗିରଫ

ଆଇଏଏସ ଅଦଳବଦଳ: ଗଗନ ଧଳ ବନ ଉନ୍ନୟନ ନିଗମ ଅଧ୍ୟକ୍ଷ, ସଞ୍ଜିବ ଚୋପ୍ରା ଗୃହ ସଚିବ

ବିନା ବର୍ଷାରେ ବନ୍ୟା; ଘରେ ପାଣି ବାହାରେ ବି ପାଣି

ଥାନାକୁ ଗଲା ଫିଲ୍ମ ‘ମିଷ୍ଟର କହ୍ନେୟା’ ପୋଷ୍ଟର ବିବାଦ

You might also like