• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Odishatv Bureau

ରାଉରକେଲା: ରାଉରକେଲାରେ ବିଲ୍‌ଡର୍‌ ଅନମୋଲ୍‌ ସିଂଙ୍କ ଗାଡ଼ି ଉପରକୁ ଗୁଳିମାଡ଼ ଘଟଣା ନୂଆ ମୋଡ଼ ନେଇଛି।

ଅନମୋଲ୍‌ ନିଜ ଗାଡ଼ି ଉପରକୁ ନିଜେ ଗୁଳିମାଡ଼ କରିଥିଲେ। ଏଥିସହ ତାଙ୍କ ସହଯୋଗୀଙ୍କ ଜରିଆରେ ଗୁଳି ଚଳାଇ ଏହାକୁ ନିଜ ଉପରେ ଆକ୍ରମଣର ରୂପ ଦେବାକୁ ଉଦ୍ୟମ କରିଥିବା ଜଣାପଡ଼ିଛି।

ଏହି ଘଟଣାରେ ପୁଲିସ୍‌ ଅନମୋଲ୍‌ଙ୍କ ସହ ୩ ଜଣଙ୍କୁ ଗିରଫ କରିଛି। ଏହା ସହିତ ଏହି ଘଟଣାରେ ପୁଲିସ୍‌ ୮ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି।

ଗତ ଡିସେମ୍ୱର ୧୦ ତାରିଖ ରାତିରେ ତାଙ୍କ କାର୍‌ ଉପରକୁ ଗୁଳିମାଡ଼ ହୋଇଥିବା ନେଇ ଥାନାରେ ଅଭିଯୋଗ କରିଥିଲେ ଅନମୋଲ୍‌।

ପୂର୍ବରୁ ୨୦୦୯ ଓ ୨୦୧୧ ମସିହାରେ ବି ତାଙ୍କ ଗାଡ଼ିକୁ ଗୁଳିମାଡ଼ ହୋଇଥିଲା। ଏଭଳି ଗୁଳିମାଡ଼ କରାଇ ସେ ପୁଲିସ୍‌ ସୁରକ୍ଷା ନେଉଥିଲେ ବୋଲି କୁହାଯାଉଛି।

 

New-twist-over-attack-on-builder-anmol-singhs-vehicle
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories