• translate
Minati Mishra

ଭୁବନେଶ୍ୱର:ପଞ୍ଚମ ଇନିଂସ ଆରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆଜି ଭୁବନେଶ୍ୱର ପ୍ରଦର୍ଶନୀ ପଡ଼ିଆରେ ଆୟୋଜିତ ସମାରୋହ ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ତାଙ୍କର ନୂଆଟିମ ପଦ ଓ ଗୋପନୀୟତାର ଶପଥ ନେଇଛନ୍ତି। ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲା ସମସ୍ତଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଥିଲେ। ସମାରୋହରେ ୧୧ ଜଣ କ୍ୟାବିନେଟ ପାହ୍ୟା ମନ୍ତ୍ରୀ ଭାବେ ଶପଥ ନେଇଥିବାବେଳେ ୯ ଜଣ ରାଷ୍ଟ୍ରାପାହ୍ୟା ମନ୍ତ୍ରୀ ଶପଥ ନେଇଛନ୍ତି।

ଜାଣନ୍ତୁ ନବୀନଙ୍କ ନୂଆଟିମ୍‌

କ୍ୟାବିନେଟ ପାହ୍ୟା

୧-ରଣେନ୍ଦ୍ର ପ୍ରତାପ ସ୍ୱାଇଁ

୨-ବିକ୍ରମ କେଶରୀ ଆରୁଖ

୩-ପ୍ରଫୁଲ୍ଲ ମଲ୍ଲିକ

୪-ନିରଞ୍ଜନ ପୂଜାରୀ

୫-ପଦ୍ମନାଭ ବେହେରା

୬-ପ୍ରତାପ ଜେନା

୭-ସୁଶାନ୍ତ ସିଂ

୮-ନବକିଶୋର ଦାସ

୯-ଟୁକୁନି ସାହୁ

୧୦-ଅରୁଣ ସାହୁ

୧୧-ସୁଦାମ ମାରାଣ୍ଡି

ରାଷ୍ଟ୍ର ପାହ୍ୟା

୧-ଅଶୋକ ପଣ୍ଡା

୨-ସମୀର ଦାସ

୩-ଜ୍ୟୋତିପ୍ରକାଶ ପାଣିଗ୍ରାହୀ

୪-ଦିବ୍ୟଶଙ୍କର ମିଶ୍ର

୫-ପ୍ରେମାନନ୍ଦ ନାୟକ

୬-ରଘୁନନ୍ଦନ ଦାସ

୭-ପଦ୍ମିନୀ ଦିଆନ

୮-ତୁଷାରକାନ୍ତି ବେହେରା

୯-ଜଗନ୍ନାଥ ସାରକା

 

Other Stories