ସାମ୍ନାକୁ ଆସିଲା ନର୍ସ ନିହାରିକା ହତ୍ୟା ମାମଲାର ଏକ ଚାଞ୍ଚଲ୍ୟକର ତଥ୍ୟ

କଟକ: ବହୁ ଚର୍ଚ୍ଚିତ ନର୍ସ ନିହାରିକା ହତ୍ୟା ମାମଲାର ଏକ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି।କଟକରେ ନିହାରିକାଙ୍କୁ ହତ୍ୟା କରାଯାଇଛି। ମୃତଦେହକୁ କଟକ ନିଆଯିବା ବେଳର ଦୃଶ୍ୟ ସିସିଟିଭି ଫୁଟେଜ୍ କଏଦ ହୋଇଛି।

ଅଖାରେ ମୃତଦେହ ଭର୍ତ୍ତି କରାଯାଇ ବାଇକରେ ନେବା ବେଳର ଦୃଶ୍ୟ ସିସିଟିଭି ଫୁଟେଜରେ ଦେଖିବାକୁ ମିଳିଛି। ନିହାରିକା ମୃତ୍ୟୁ ନେଇ ପୁଲିସ୍‌ ମୁଖ୍ୟାଳୟରୁ ଏହି ଚାଞ୍ଚଲ୍ୟକର ତଥ୍ୟ ହସ୍ତଗତ ହୋଇଛି।

ଅନ୍ୟପକ୍ଷରେ ତାଙ୍କ ପୁଅଙ୍କ ବିରୋଧରେ ଆସିଥିବା ଅଭିଯୋଗକୁ ନିହାରିକାଙ୍କ ପ୍ରେମିକ କିଶୋର ଆଞ୍ଚଲ  ଓରଫ ରାଜାଙ୍କ ମା’ ଖଣ୍ଡନ କରିଛନ୍ତି। ‘ଏହି ଘଟଣା ପଛରେ ମୋ ପୁଅର ହାତ ନାହିଁ।  ଅନ୍ୟ କେହି ହତ୍ୟା କରି ମୋ ପୁଅ ମୁଣ୍ଡରେ ଅଠା ବୋଳିଛି। ପୁଅ ନିହାରିକାକୁ ଏତେ ଭଲ ପାଉଥିଲା, ସେ ତାକୁ ମାରି ପାରିବନି। ଏହା ଭିତରେ କ’ଣ ରହସ୍ୟ ରହିଛି ମୁଁ କହିପାରିବିନି’ ବୋଲି କହିଛନ୍ତି।

ଆହୁରି ମଧ୍ୟ ପଢ଼ନ୍ତୁ: ‘ମୋ ପୁଅ ମୁଣ୍ଡରେ ଅଠା ବୋଳା ହୋଇଛି’

ଆହୁରି ପଢ଼ନ୍ତୁ

ରାଜଧାନୀରେ ଦିନକରେ ୩୪୨ କରୋନା ପଜିଟିଭ୍ ଚିହ୍ନଟ

IT ଛାତ୍ର ତିଆରି କଲେ ଦେଶୀ ଭେଣ୍ଟିଲେଟର

ପୁଣି ନିର୍ମାଣ ହେବ ପାଥରପୁରୀ ହଷ୍ଟେଲ ପାଚେରୀ

ପ୍ରବଳ ବର୍ଷିବ, ୭ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ

ଆସିପାରିଲାନି ଆମ୍ବୁଲାନ୍ସ, ଅଧା ବାଟରେ ପ୍ରସବ କଲେ ମହିଳା

ବରମୁଣ୍ଡା ବସ୍ ଷ୍ଟାଣ୍ଡ ହେବ ISBT

ଅଧ୍ୟାପକ ସ୍ୱାମୀଙ୍କ ବିରୋଧରେ ନିର୍ଯାତନା ଅଭିଯୋଗ ଆଣିଲେ ମହିଳା IIC

ମହଙ୍ଗା ପଡ଼ିଲା କ୍ଷମତାର ଅପବ୍ୟବହାର: ଆଦିବାସୀଙ୍କ ଘର ଭାଙ୍ଗିଥିବା ମହିଳା ସରପଞ୍ଚ ନିଲମ୍ବିତ

ହୋଟେଲରେ ଚାଲିଥିଲା ସେକ୍ସ ରାକେଟ୍, ୨ ମହିଳାଙ୍କ ସମେତ ଗ୍ରାହକ ଓ ହୋଟେଲ ମ୍ୟାନେଜର ଅଟକ

ସୁପ୍ରିମକୋର୍ଟ ଗଲେ ବର୍ଷା

ଓଡ଼ିଶାରେ କରୋନା ସ୍ଥିତି: ଦିନକରେ ୯ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ

Corona Update In Odisha: ୨୪ ଘଣ୍ଟାରେ ୪,୨୦୯ ପଜିଟିଭ୍‌ ଚିହ୍ନଟ

You might also like