ରାଜ୍ୟରେ ଆଜି ପୁଣି ୮୦୧୫ ଜଣ କରୋନା ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର : ଭୟ ବଢ଼ାଉଛି ସଂକ୍ରମଣ ।  ରାଜ୍ୟରେ ଆଜି ପୁଣି ୮ହଜାର ୧୫ ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ଗତକାଲି ୧୦ ହଜାର ୪୧୩ ଜଣ ନୂଆ ରୋଗୀ ଚିହ୍ନଟ ହୋଇଥିବା ବେଳେ ଆଜି ପୁଣି ଆଠ ହଜାର ପାର କରିଛି ସଂକ୍ରମିତଙ୍କ ସଂଖ୍ୟା । ତେବେ ସବୁଦିନ ପରି ଆଜି ବି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଆଜି ଖୋର୍ଦ୍ଧା ଜିଲ୍ଲାରୁ ୧୨୭୫ ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।

ନୂଆ ସଂକ୍ରମିତଙ୍କ ମଧ୍ୟରେ ସୁନ୍ଦରଗଡ଼- ୭୩୫, ଅନୁଗୁଳ- ୫୨୫, କଟକ- ୪୮୨ ସମ୍ବଲପୁର- ୪୪୧, ବରଗଡ଼- ୩୯୦, ଝାରସୁଗୁଡ଼ା- ୩୮୬ ନବରଙ୍ଗପୁର- ୩୨୦, ପୁରୀ- ୩୦୬, ନୂଆପଡ଼ା- ୨୬୪, ଷ୍ଟେଟ୍ ପୁଲ୍- ୨୩୬, ସୁବର୍ଣ୍ଣପୁର- ୨୦୭, ମୟୂରଭଞ୍ଜ- ୧୯୯ ବଲାଙ୍ଗିର- ୧୯୮, ଯାଜପୁର- ୧୯୪, ନୟାଗଡ଼- ୧୮୭, କଳାହାଣ୍ଡି- ୧୭୪, ଗଞ୍ଜାମ- ୧୬୯, ରାୟଗଡ଼ା- ୧୫୪ କଳାହାଣ୍ଡି- ୧୭୪, ଗଞ୍ଜାମ- ୧୬୯, ରାୟଗଡ଼ା- ୧୫୪, କଳାହାଣ୍ଡି- ୧୭୪, ଗଞ୍ଜାମ- ୧୬୯, ରାୟଗଡ଼ା- ୧୫୪, ଜଗତସିଂହପୁର- ୧୪୯, ଭଦ୍ରକ- ୧୪୫, କୋରାପୁଟ- ୧୨୭, ଗଜପତି- ୧୨୦, ବୌଦ୍ଧ- ୧୦୩, ଦେବଗଡ଼- ୧୦୧, ବାଲେଶ୍ୱର- ୧୦୦, ଢେଙ୍କାନାଳ- ୮୬, କେନ୍ଦୁଝର- ୭୫ କେନ୍ଦ୍ରାପଡ଼ା- ୭୦, କନ୍ଧମାଳ- ୬୧, ମାଲକାନଗିରିରୁ ୩୬ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

You might also like