ତନାଘନା କରିବ NCPCR ଟିମ୍

ଢେଙ୍କାନାଳ ବେଲଟିକିରି ସେଲଟର ହୋମରେ ନିର୍ଯାତନା ଘଟଣା

ଭୁବନେଶ୍ୱର : ଢେଙ୍କାନାଳ ବେଲଟିକିରି ସେଲଟର ହୋମ୍‌ରେ ନିର୍ଯାତନା ଘଟଣାରେ ଚାଲିଛି ତନାଘନା। ତଦନ୍ତ ପାଇଁ ଆଜି ଭୁବନେଶ୍ୱରରେ ପହଞ୍ଚିବେ ଜାତୀୟ ଶିଶୁ ସୁରକ୍ଷା ଆୟୋଗ ( NCPCR) ଟିମ୍। ଏହି ଟିମ୍ ଆସିବା ନେଇ ମୁଖ୍ୟ ସଚିବଙ୍କୁ ଚିଠି କରିଛନ୍ତି NCPCR ରେଜିଷ୍ଟ୍ରାର।

ଆଜି ଏବଂ ଆସନ୍ତା କାଲି ୨ ଦିନ ରହି ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରିବ ଟିମ୍। ସୂଚନା ଅନୁଯାୟୀ ମୋଟ ୯ଟି ଟିମ୍ ଆସିବେ। ୧୯ ଜିଲ୍ଲାର ୫୬ ସେଲଟର ହୋମ୍ ଦେଖିବେ।

You might also like