• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Minati Mishra

ଭୁବନେଶ୍ୱର: ଲକ୍‌ଡାଉନ ନିୟମ ଭାଙ୍ଗି ପଶ୍ଚିମବଙ୍ଗରୁ ଓଡ଼ିଶା ଆସିବା ଓ ଉତ୍ତର ଓଡ଼ିଶାରେ କରୋନା ପଜିଟିଭ ସଂଖ୍ୟା ବଢିବା ଘଟଣାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା।

ଅଧିକାଂଶ ରୋଗୀଙ୍କ ଲକ୍ଷଣ ପ୍ରକାଶ ପାଉନଥିବାରୁ ଟେମ୍ପରେଚର ପରୀକ୍ଷା କାମ ଦେଉନି । ତେଣୁ ନବୀନ ବାବୁ ଯୋଗୀ ଆଦିତ୍ୟନାଥଙ୍କ ଭଳି ପନ୍ଥା ଆପଣେଇବା ଉଚିତ ବୋଲି ଟ୍ୱିଟ୍ କରିଛନ୍ତି ବୈଜୟନ୍ତ ।

ବୈଜୟନ୍ତ ଟ୍ୱିଟ୍ କରି କହିଛନ୍ତି,  ‘ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସଂକ୍ରମଣ ରୋକିବା ପାଇଁ  ଗାଜିଆବାଦ ଓ ନୋଏଡ଼ା ବର୍ଡର ସିଲ୍ କରିଛନ୍ତି । ଠିକ୍‌  ସେହିଭଳି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଶ୍ଚିମବଙ୍ଗ ବର୍ଡର ଅତିକମରେ ୨ ସପ୍ତାହ ପାଇଁ ସିଲ୍ କରିବା ଉଚିତ୍‌ ବୋଲି ମୁଁ ଭାବୁଛି ।’

 

Naveen-pattanaik-should-follow-yogi-adityanatha-and-seal-boarder-baijayant-1
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories