• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Rajalaxmi Sahoo

ଭୁବନେଶ୍ୱର: ନବୀନ ପଟ୍ଟନାୟକ ପ୍ରଧାନମନ୍ତ୍ରୀ ହେବା ପାଇଁ ଯୋଗ୍ୟ ବ୍ୟକ୍ତି। ବିଜେଡି ଉପ-ସଭାପତି ତଥା ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ର ଆଜି ଗଣମାଧ୍ୟମ ଆଗରେ ଏଭଳି ଚାଞ୍ଚଲ୍ୟକର ମନ୍ତବ୍ୟ ଦେଇଛନ୍ତି।

ଦେଶ ତଥା ଓଡ଼ିଶାବାସୀ ନବୀନଙ୍କୁ ପ୍ରଧାନମନ୍ତ୍ରୀ ଭାବେ ଦେଖିବାକୁ ଚାହୁଁଛନ୍ତି ବୋଲି ସୂର୍ଯ୍ୟ ଦାବି କରିଛନ୍ତି। କିନ୍ତୁ କଂଗ୍ରେସ ସମର୍ଥନରେ ପ୍ରଧାନମନ୍ତ୍ରୀ ହେବା ଅନୁଚିତ୍ ବୋଲି ସୂର୍ଯ୍ୟନାରାୟଣ ରୋକଠୋକ୍ କହିଛନ୍ତି। କାରଣ ବହୁ ସମୟରେ କଂଗ୍ରେସ ଅନ୍ୟକୁ ପ୍ରଧାନମନ୍ତ୍ରୀ କରି ପଛରୁ ଗୋଡ଼ ଟାଣିବାର ନଜିର ରହିଥିବା ସେ କହିଛନ୍ତି।

ତେବେ ଏଥର ବିଜେଡି ଆଉ ସମଦୂରତା ନୀତି ଆପଣାଇବ ନାହିଁ। ବରଂ ଯିଏ ଓଡ଼ିଶାର ସ୍ୱାର୍ଥକୁ ରକ୍ଷା କରିବ, ଓଡ଼ିଶାକୁ ପ୍ରତି କଥାରେ ଯିଏ ସାହାଯ୍ୟ କରିବ, ତାକୁ ବିଜେଡି ସମର୍ଥନ ଦେବ ବୋଲି ସୂର୍ଯ୍ୟ ପାତ୍ର କହିଛନ୍ତି। ତେବେ ଏନେଇ ବିଜେପି କିମ୍ବା କଂଗ୍ରେସର ପ୍ରତିକ୍ରିୟା ମିଳିପାରିନାହିଁ।

Naveen-patnaik-eligible-to-become-the-prime-minister-says-bjd-vice-president-sn-patro
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories