• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Abinash Pati

ଯାଜପୁର: ସ୍ମିତାରାଣୀ ମୃତ୍ୟୁ ମମଲାରେ ଯାଜପୁର ଜିଲ୍ଲା ଏସ୍‌ପିଙ୍କ ସମ୍ବାଦିକ ସମ୍ମିଳନୀ ପରେ ଘଟଣା ସମ୍ପର୍କରେ ପ୍ରତିକ୍ରିୟା ରଖିଛନ୍ତି ମୃତ ସ୍ମିତାରାଣୀଙ୍କ ବାପା ସଦାନନ୍ଦ ବିଶ୍ୱାଳ। ସେ କହିଛନ୍ତି ମୋ ଝିଅ ହେଡ୍ ଷ୍ଟ୍ରଙ୍ଗ, ସେ କେବେ ଆତ୍ମହତ୍ୟା କରିନପାରେ। ଝିଅକୁ ଆତ୍ମହତ୍ୟା କରିବାକୁ ସରପଞ୍ଚଙ୍କ ସ୍ୱାମୀ ରୂପେଶ ଭଦ୍ର ପ୍ରଶ୍ରୟ ଦେଇଛନ୍ତି। ସ୍ମୀତାରାଣୀ ଓ ରୂପେସଙ୍କ ମଧ୍ୟରେ ବଚସା ବେଳେ ୫ ଜଣ ଥିବା କୁହାଯାଉଛି। ତେବେ ସେମାନେ ସେତେବେଳେ କାହିଁକି ଅଟକାଇଲେନି ବୋଲି ପ୍ରଶ୍ନ କରିଛନ୍ତି ସଦାନନ୍ଦ। ଅନ୍ୟପଟେ ୫ ଜଣରୁ ୪ ଜଣଙ୍କୁ ଛାଡ଼ି ଜଣଙ୍କୁ କାହିଁକି ଗିରଫ  କରାଗଲା ବୋଲି ମଧ୍ୟ ପ୍ରଶ୍ନ ଉଠାଇଛନ୍ତି ବାପା ସଦାନନ୍ଦ। ପୁଲିସ କହୁଥିବା କଥାରେ ସେ ଏକମତ ହୋଇନଥିବା ବେଳେ ଘଟଣାର ସିବିଆଇ ତଦନ୍ତ ପାଇଁ ସେ ଦାବି କରିଛନ୍ତି।

https://youtu.be/2L6_uvVpcW4

My-daughter-is-headstrong-cannot-commit-suicide-odisha-lady-peos-father
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories