ଭୁବନେଶ୍ୱରରେ ପହଞ୍ଚିଲେ ଏ.ଅାର୍. ରେହମାନ୍
ଭୁବନେଶ୍ୱର : ହକି ବିଶ୍ୱକପ୍ ପାଇଁ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଅାସନ୍ତାକାଲିର କାର୍ଯ୍ୟକ୍ରମ ପାଇଁ ଭୁବନେଶ୍ୱରେ ଅାସି ପହଞ୍ଚିଛନ୍ତି ଓସ୍କାର ବିଜେତା ସଙ୍ଗୀତ ନିର୍ଦ୍ଦେଶକ ଏଅାର୍ ରେହମାନ୍। ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବା ପରେ ତାଙ୍କୁ କଡ଼ା ସୁରକ୍ଷାବଳୟ ମଧ୍ୟରେ ହୋଟେଲ୍କୁ ନିଅାଯାଇଛି।
ଆହୁରି ପଢ଼ନ୍ତୁ
ସେହିପରି ସଂଧ୍ୟାରେ ରାଜଧାନୀରେ ପହଞ୍ଚିଛନ୍ତି ବଲିଉଡ ଧକ୍ ଧକ୍ ଗର୍ଲ ମାଧୁରୀ ଦିକ୍ଷୀତ। ସେ ଅାସନ୍ତାକାଲିର ସାଂସ୍କୃତିକ କାର୍ଯ୍ୟକ୍ରମର ମୁଖ୍ୟ ଅାକର୍ଷଣ।