• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Abinash Pati

ମୟୂରଭଞ୍ଜ: ଯୁବକଙ୍କୁ ମାତ୍ର ହଜାରେ ଟଙ୍କା ପାଇଁ ହତ୍ୟା କରାଯାଇଛି। ମୟୂରଭଂଜ ଜିଲ୍ଲା କପ୍ତିପଦା ଥାନା ଅଞ୍ଚଳର ଅଜୁ ନାୟକ ନାମକ ଯୁବକଙ୍କୁ ହଜାରେ ଟଙ୍କା ପାଇଁ ହତ୍ୟା କରାଯାଇଥିବା ପରିବାର ଲୋକେ ଅଭିଯୋଗ ଆଣିଛନ୍ତି। ଅଜୁ ଗାଁ ପାଖ ହାଟରୁ ଏକ ସାଇକେଲ ଚୋରି କରିବା ଅଭିଯୋଗ ଆଣି ଗ୍ରାମବାସୀ ତାଙ୍କ ଉପରେ ୬ହଜାର ଟଙ୍କା ଜରିମାନା କରିଥିଲେ। ଅଜୁ ୫ହଜାର ଟଙ୍କା ଦେଇ ସାରିଥିବା ବେଳେ ଆଉ ହଜାରେ ଟଙ୍କା ଦେଇପାରି ନଥିଲେ। ଏହାକୁ ନେଇ ଅଜୁଙ୍କୁ ବାରମ୍ବାର ଧମକ ଦିଆଯାଉଥିଲା ଆଜି ଅଜୁଙ୍କ ମୃତଦେହ ମିଳିବା ପରେ ତାଙ୍କୁ ହତ୍ୟା କରାଯାଇଥିବା ପରିବାର ଲୋକେ ଥାନାରେ ଏତଲା ଦେଇଛନ୍ତି।  ପୁଲିସ ଜଣକୁ ଅଟକ ରଖି ତଦନ୍ତ ଚଳାଇଛି।

Murder-in-mayurbhanj-odisha
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories