ହାଇୱାକୁ ଧକ୍କା ଦେଇ ଓଲଟିଲା ପିକ୍ନିକ୍ ବସ୍
ସାଲେପୁର: ପିକ୍ନିକ୍ ବସ୍ ଦୁର୍ଘଟଣାଗ୍ରସ୍ତ। ସାଲେପୁର କମରପଦା ନିକଟରେ ଏକ ପିକ୍ନିକ୍ ବସ୍ ହାଇୱାକୁ ଧକ୍କା ଦେଇ ଓଲଟି ପଡ଼ିଛି। ଏଥିରେ ୨୦ ଜଣ ଆହତ ହୋଇଥିବା ବେଳେ ୩ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ସେମାନଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ବସ୍ରେ ୪୦ରୁ ଅଧିକ ଯାତ୍ରୀ ଥିଲେ। ସେମାନେ ଭୁବନେଶ୍ୱର ନିଳାଦ୍ରୀ ବିହାରରୁ ଜଗତସିଂହପୁରର ଶାରଳା ଓ ଗୋରେଖନାଥ ଦର୍ଶନ କରିବାକୁ ଯାଉଥିଲେ।
ସାଲେପୁର: ପିକ୍ନିକ୍ ବସ୍ ଦୁର୍ଘଟଣାଗ୍ରସ୍ତ। ସାଲେପୁର କମରପଦା ନିକଟରେ ଏକ ପିକ୍ନିକ୍ ବସ୍ ହାଇୱାକୁ ଧକ୍କା ଦେଇ ଓଲଟି ପଡ଼ିଛି। ଏଥିରେ ୨୦ ଜଣ ଆହତ ହୋଇଥିବା ବେଳେ ୩ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ସେମାନଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।
ବସ୍ରେ ୪୦ରୁ ଅଧିକ ଯାତ୍ରୀ ଥିଲେ। ସେମାନେ ଭୁବନେଶ୍ୱର ନିଳାଦ୍ରୀ ବିହାରରୁ ଜଗତସିଂହପୁରର ଶାରଳା ଓ ଗୋରେଖନାଥ ଦର୍ଶନ କରିବାକୁ ଯାଉଥିଲେ।