• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pradesh Pratyush

ଭୁବନେଶ୍ୱର : ଭୁବନେଶ୍ୱରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିଶାଳ ରୋଡ୍ ଶୋ। ବିମାନବନ୍ଦରରୁ ବରମୁଣ୍ଡା ପର୍ଯ୍ୟନ୍ତ ରୋଡ୍ ଶୋ’ରେ ଆସୁଛନ୍ତି ମୋଦି। ରାସ୍ତାର ଦୁଇ ପାର୍ଶ୍ୱରେ ଅପେକ୍ଷାରତ ହଜାର ହଜାର ଜନତା ମୋଦିଙ୍କୁ ହାତ ହଲାଇ ଅଭିବାଦନ ଜଣାଉଛନ୍ତି।

ସନ୍ଧ୍ୟା ପାଖାପାଖି ସାଢ଼େ ୫ଟାରୁ ବିମାନବନ୍ଦରରୁ ଆରମ୍ଭ ହୋଇଥିଲା ମୋଦିଙ୍କ ରୋଡ୍ ଶୋ। ଏୟାରପୋର୍ଟରୁ ଶିରିପୁର ରାସ୍ତା ଦେଇ ରୋଡ୍ ଶୋ’ରେ ଆସି ବିଜେପି ପ୍ରାର୍ଥୀଙ୍କ ଲାଗି ଭୋଟ୍ ମାଗୁଛନ୍ତି ମୋଦି। ଶେଷରେ ବରମୁଣ୍ଡା ପଡ଼ିଆରେ ଆୟୋଜିତ ଦଳୀୟ ସଭାରେ ଯୋଗ ଦେବେ ମୋଦି।

ଆଜି ଭୁନେଶ୍ୱରରେ ମୋଦିଙ୍କ ରୋଡ୍ ଶୋ ପରେ ଆସନ୍ତାକାଲି କଟକରେ ବିଜେପି ରାଷ୍ଟ୍ରୀୟ ସଭାପତି ଅମିତ୍ ଶାହଙ୍କର ରୋଡ୍ ଶୋ କାର୍ଯ୍ୟକ୍ରମ ରହିଛି। ସେହି କଟକରେ ମଧ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତାକାଲି ରୋଡ୍ ଶୋ କରିବେ।

https://youtu.be/UkXFrCyaArY

Modi-road-show-in-bhubaneswar
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories