ସଚିବାଳୟରେ ମକ୍ ପୋଲ୍

ଭୁବନେଶ୍ୱର: ଆସନ୍ତା ସାଧାରଣ ନିର୍ବାଚନ ପୂର୍ବରୁ ସଚେତନତା ସୃଷ୍ଟି ପାଇଁ ସଚିବାଳୟରେ ମକ୍ ପୋଲ୍ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ମୁଖ୍ୟ ଶାସନ ସଚିବଙ୍କ ସମେତ ବହୁ ଅଧିକାରୀ ଏଥିରେ ସାମିଲ ହୋଇଛନ୍ତି । ମକ୍ ପୋଲ ବେଳେ ଇଭିଏମ୍, ଭିଭିପାଟ୍ ବ୍ୟବହାର ନେଇ ଅଧିକାରୀ ଓ ସଚିବାଳୟ କର୍ମଚାରୀଙ୍କୁ ଏହି ଅବସରରେ ତାଲିମ ଦିଆଯାଇଛି ।
ରାଜ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର ଏନେଇ ସୂଚନା ଦେଇଛନ୍ତି । ସେପଟେ ମୁଖ୍ୟ ନିର୍ବାଚନ କମିଶନର୍ ବୁଧବାର ରାତିରେ ଭୁବନେଶ୍ୱରରେ ପହଞ୍ଚିବେ । ଆସନ୍ତା ୧୪ ଓ ୧୫ ତାରିଖ ଦୁଇଦିନ ଧରି ସେ ରାଜ୍ୟରେ ନିର୍ବାଚନ ପ୍ରସ୍ତୁତିର ସମୀକ୍ଷା କରିବେ ବୋଲି ସୁରେନ୍ଦ୍ର କୁମାର କହିଛନ୍ତି ।

ଆହୁରି ପଢ଼ନ୍ତୁ

ନଦୀରେ ବୁଡ଼ି ଦୁଇ ନାବାଳିକା ମୃତ

ଆଜି ରାଜ୍ୟର କିଛି ଜିଲ୍ଲାରେ ବର୍ଷା ଓ ବଜ୍ରପାତ ହେବାର ସମ୍ଭାବନା

ଦୁର୍ନୀତି ବିରୋଧରେ ରାଜ୍ୟ ସରକାରଙ୍କ କଡ଼ା ଆଭିମୁଖ୍ୟ

ଉପକୂଳ ଓଡ଼ିଶାରେ ବନ୍ୟା ବିପଦ

ପଶ୍ଚିମ ଓଡ଼ିଶାରେ ଧର୍ମେନ୍ଦ୍ର ପ୍ରଧାନଙ୍କ ବନ୍ୟା କ୍ଷତିଗ୍ରସ୍ତ ଅଞ୍ଚଳ ପରିଦର୍ଶନ

ଅଡୁଆରେ ସୁନ୍ଦରଗଡ଼ ଏସ୍‌ପି ; ମାଡ଼ ମାରି ମହିଳାଙ୍କ ଗର୍ଭନଷ୍ଟ କରିଥିବା ଅଭିଯୋଗରେ ମାମଲା ରୁଜୁ

ନିଃସନ୍ତାନ ଥିବାରୁ ଏମିତି ନିଷ୍ପତ୍ତି ନେଲେ କି ପ୍ରଫେସର ଓ ତାଙ୍କ ପତ୍ନୀ ?

ଆଇଆଇସି ଓ ତହସିଲଦାରଙ୍କୁ ଏସ୍‌ଟିଏଫ୍‌ର ଘନଘନ ଜେରା

ଶ୍ରୀମନ୍ଦିର ସୁରକ୍ଷା ନେଇ କ୍ୟାବିନେଟ୍ ନିଷ୍ପତ୍ତି ପରେ ବଢୁଛି ଅସନ୍ତୋଷ

SCB ଆସିବେ ଜଗା କାଳିଆ

ଚୌଦ୍ୱାରର ବିଭିନ୍ନ ସ୍ଥାନରେ ଇମ୍ଫାର ଜନକଲ୍ୟାଣ କାର୍ଯ୍ୟକ୍ରମ

କିଓସ୍କ ବ୍ୟାଙ୍କ ଠକେଇ ମାମଲାରେ କେନ୍ଦ୍ର ପରିଚାଳକ ଗିରଫ

You might also like