ଆଜି ଅପରାହ୍ନରେ ଗଡ଼ିବନି ‘ମୋ ବସ୍‌’

ଭୁବନେଶ୍ୱର:ଆଜି ଦୀପାବଳି। ଆଲୋକର ପର୍ବ। ଦୀପାବଳି ଉପଲକ୍ଷେ ଆଜି ଅପରାହ୍ନରେ ବନ୍ଦ ରହିବ ମୋ ବସ୍ ସେବା । ଦୀପାବଳି ପାଇଁ ଅପରାହ୍ନରୁ ରାଜଧାନୀରେ ଗଡ଼ିବନି ମୋ ବସ୍ । କେବଳ ୧୫ଟି ରୁଟ୍‌ରେ ଅପରାହ୍ନ ୨ଟା ପର୍ଯ୍ୟନ୍ତ ଚାଲିବ ମୋ ବସ୍ ।

ଦୀପାବଳିକୁ ଦୃଷ୍ଟିରେ ରଖି ପାସ୍ କାଉଣ୍ଟର ଓ ମାଷ୍ଟରକ୍ୟାଣ୍ଟିନ ଟର୍ମିନାଲକୁ ମଧ୍ୟ ବନ୍ଦ କରାଯାଇଛି । ମୋ ବସ୍ ଚଳାଚଳ କଟକଣା ନେଇ ସୂଚନା ଦେଇଛି CRUT।

 

 

 

You might also like