ଟ୍ରାଫିକ୍ ନିୟମ ଓ ଜରିମାନା ଆଦାୟକୁ ନେଇ ବର୍ଷିଲେ ସୁର

ଭୁବନେଶ୍ୱର: ନୂଆ ଟ୍ରାଫିକ୍ ନିୟମ ଓ ଏଥିପାଇଁ ଲୋକଙ୍କଠୁ ଜରିମାନା ଆଦାୟ ପ୍ରସଙ୍ଗକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ବରିଷ୍ଠ କଂଗ୍ରେସ ବିଧାୟକ ସୁରେଶ ରାଉତରାୟ।  ଓଡ଼ିଶାରେ ମୋଟର ଯାନ ଆଇନ ତରବରିଆ ଭାବେ ଲାଗୁ କରାଯାଇଥିବା ସେ ଅଭିଯୋଗ କରିବା ସହ ଓଡ଼ିଶା ପୋଲିସର ୯୦% ଗାଡ଼ିର ଲାଇସେନ୍ସ ନ ଥିବା କହିଛନ୍ତି । ଏପରିକି ରାଜ୍ୟର ୭୦ରୁ ୮୦% ନେତାଙ୍କ ଗାଡ଼ିର ଲାଇସେନ୍ସ ନାହିଁ ବୋଲି ସେ ଅଭିଯୋଗ ଆଣିଛନ୍ତି। ଶ୍ରୀ ରାଉତରାୟ ଏହି ଆଇନର ପରିବର୍ତ୍ତନ କରିବାକୁ ଦାବି କରିଛନ୍ତି।

ସେହିପରି ବିଜେପି ମଧ୍ୟ ସଡ଼କ ସୁରକ୍ଷା ଆଳରେ ଫାଇନ୍ ଆଦାୟକୁ ନାପସନ୍ଦ କରିଛି । ଗରିବ ଲୋକଙ୍କ ସଞ୍ଚିତ ଅର୍ଥ ଜରିମାନା କରି ଆଦାୟ କରାଯାଉଛି ଏବଂ ଏହା ଶୋଷଣ ବୋଲି କହିଛନ୍ତି ବିଜେପି ନେତା ପୃଥ୍ୱୀରାଜ ହରିଚନ୍ଦନ।

ଅନ୍ୟପଟେ ବିଜେଡି କହିଛି, ଆଇନ ଲାଗୁ କରିବାରେ ଯାହା ଅସୁବିଧା ହେଉଛି ତାହାକୁ ସୁଧୁରାଯିବ। ତ୍ରୁଟି ସୁଧାରିବା ନେଇ କେନ୍ଦ୍ରକୁ ଲେଖାଯିବ ।

ଆହୁରି ପଢ଼ନ୍ତୁ

ଭୁବନେଶ୍ୱରରେ ପହଞ୍ଚିଲେ ଚେଲା କୁମାର; ଜୋରଦାର ହେବ ପ୍ରଚାର

ଅପରାଧୀଙ୍କ ଚରାଭୂଇଁ ପାଲଟୁଛି କି ରାଜଧାନୀ?

ଚଳୁ କରିଦେଲେ ଲକ୍ଷାଧିକ ସବ୍‌ସିଡି ଟଙ୍କା

ରାଜ୍ୟରେ ମୋଟ ସୁସ୍ଥ ସଂଖ୍ୟା ୨୫୨୧୯୭ରେ ପହଞ୍ଚିଲା

ରୋଗୀଣା ପତ୍ନିକୁ ଟ୍ରଲିରେ ବୋହି ଏସ୍‌ସିବି ନେବା ମାମଲାରେ ରିପୋର୍ଟ ମାଗିଲେ ରାଜ୍ୟ ମାନବାଧିକାର କମିଶନ

ଉପନିର୍ବାଚନ ମୈଦାନ୍‌ରେ କ୍ୟାମ୍ପେନ୍ ଆରମ୍ଭ କଲେଣି ହେବିୱେଟ୍ ନେତା, ମୁଖ୍ୟମନ୍ତ୍ରୀ କେବେ ?

ମରଣଯନ୍ତା ପାଲଟିଛି ମଙ୍ଗୁଳି ଛକ

ନକଲି ଟଙ୍କା ଦେଇ ଗାଡ଼ି କିଣିବା ବେଳେ ଧରିଲା ପୋଲିସ୍

ଜିଲ୍ଲାପାଳ ଅଫିସ୍ ଆସୁଥିଲେ, ଅଧାବାଟରୁ ଉଠାଇନେଲା ପୋଲିସ

ଦୁର୍ଘଟଣାର ଦିନ: ଟ୍ରକ୍ ତଳେ ଚାପି ହୋଇ ଚାଲିଗଲା ୫ ଜୀବନ, ୨୦ ଆହତ

ଖରସ୍ରୋତା ନଦୀ ପଠାରେ କୁମ୍ଭୀର, ଲୋକେ ଭୟଭୀତ

କାର୍ତ୍ତିକ ମାସରେ ଶ୍ରୀମନ୍ଦିରରେ ମିଳିବ ଅବଢ଼ା

You might also like