• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Abinash Pati

ଭୁବନେଶ୍ୱର: ସହିଦଙ୍କ ସମ୍ପର୍କୀୟଙ୍କୁ ଅସମ୍ମାନ ଘଟଣାକୁ ନେଇ ପାକିସ୍ତାନୀ ମିଡିଆରେ ଭିଡିଓ ଭାଇରାଲ୍‌ ହେବା ପରେ ଆଜି ଏ ପ୍ରସଙ୍ଗରେ ପୁଣି ସଫେଇ ଦେଇଛନ୍ତି କଟକ ବାରବାଟୀ ବିଧାୟକ ଦେବାଶିଷ ସାମନ୍ତରାୟ। ଦେବାଶିଷ ଏ ପ୍ରସଙ୍ଗରେ ଆଜି ପୁଣି କ୍ଷମା ମାଗିବା ସହ କେନ୍ଦ୍ର ମନ୍ତ୍ରୀ ଜୁଏଲଙ୍କ ଓରାମଙ୍କ ନାଁ ନେଇ କାର୍ଡ ବି ଖେଳିଛନ୍ତି।

ଦେବାଶିଷ କହିଛନ୍ତି, ସହିଦଙ୍କ ସମ୍ପର୍କୀୟ କେନ୍ଦ୍ର ମନ୍ତ୍ରୀ ଜୁଏଲଙ୍କୁ ଧକ୍କା ମାରି ଭିଡ଼ ଭିତରକୁ ଚାଲି ଆସିବାରୁ ସେ ତାଙ୍କ ହାତ ଧରି ବସାଇ ଦେଇଥିଲେ। ତେବେ ଏଥିପାଇଁ କାହାକୁ ଆଘାତ ଲାଗିଥିଲେ ସେ ଏଥିପାଇଁ କ୍ଷମା ମାଗିବା ସହ ଘଟଣାକୁ ନେଇ ଆଉ ରାଜନୀତି ନକରିବାକୁ ନିବେଦନ କରିଛନ୍ତି। ଅନ୍ୟପକ୍ଷରେ ଜୁଏଲ୍ ଅସୁସ୍ଥ ଥିବାରୁ ପ୍ରକୃତରେ ସତ କ’ଣ ସେ ନେଇ ତାଙ୍କର ପ୍ରତିକ୍ରିୟା ମିଳିପାରି ନାହିଁ।

 

Mla-debasis-samantaray-clarify-on-assault-martyrs-kin-after-recension-of-pak-media
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories