• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Odishatv Bureau

ଖୋର୍ଦ୍ଧା(ବଳରାମ ଲେଙ୍କା): ‘୪ ହଜାର ଟଙ୍କାରେ ପୁତୁରାକୁ ବିକୁ ଦେଲୁ।” ଏପରି କଥା ନିଜେ ସ୍ୱୀକାର କରିଛନ୍ତି ୧୨ ଦିନ ହେଲା ନିଖୋଜ ଥିବା ଜଣେ ୧୫ ବର୍ଷ ନାବାଳକର ମଉସା, ମାଉସୀ। ଏନେଇ ଏକ ଭିଡିଓ ଭାଇରାଲ ପରେ ଘଟଣା ସାମ୍ନାକୁ ଆସିଛି। ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ଥାନା ଅଞ୍ଚଳରେ ଏହି ଘଟଣାଟି ଘଟିଛି।

ଏହି ଘଟଣାକୁ ନେଇ ଜଟଣୀ ଥାନାରେ ଅଭିଯୋଗ ମଧ୍ୟ ହୋଇଛି।

ଅଭିଯୋଗ ଅନୁସାରେ, ଜଟଣୀ ଗଜପତି ନଗରରେ ରହୁଥିବା ସୁବାସ ଚନ୍ଦ୍ର ନାୟକ ରାଜାବଜାରରେ ବ୍ୟବସାୟ କରନ୍ତି। ଗତ ୩ତାରିଖ ରାତିରେ ତାଙ୍କର ଏକମାତ୍ର ପୁଅ ସତ୍ୟନାରାୟଣ ଟ୍ୟୁସନ୍‌ରୁ ଫେରିଥିଲା। ଘରକୁ ଫେରିବାରେ କାହିଁକି ଏତେ ବିଳମ୍ବ ହେଲା ବୋଲି ପରିବାର ଲୋକେ ପଚାରିବାରୁ ସେ ରାଗିକି ଘରୁ ପଳାଇଥିଲେ। ସେଠାରୁ ଯାଇ ତାଙ୍କ ମାଉସୀଙ୍କ ଘରେ ରହିଥିଲେ।

ତେବେ ଟଙ୍କା ଆବଶ୍ୟକ ହେବାରୁ ତାଙ୍କ ମଉସା ଯାଜପୁରରେ ପିଲାଟିକୁ ବିକ୍ରି କରିଦେଇଥିବା ନାବାଳକର ମଉସା, ମାଉସୀ ପୁଲିସ୍‌ ଆଗରେ ସ୍ୱୀକାର କରିଛନ୍ତି।

ପୁଲିସ୍ ନାବାଳକର ମଉସା, ମାଉସୀ ଉଭୟଙ୍କୁ ଅଟକ ରଖି ପଚରାଉଚରା କରୁଥିଲେ ମଧ୍ୟ ପିଲାଟିକୁ ସେମାନେ ବିକ୍ରି କରୁଥିବା ବ୍ୟକ୍ତିଙ୍କ ନାଁ କିମ୍ବା ଫୋନ୍‌ ନମ୍ବର ଦେଇ ପାରୁ ନାହାନ୍ତି।

ପୁଲିସ୍‌ ଘଟଣାର ତଦନ୍ତ ଜାରି ରଖିଛି।

https://youtu.be/z5zAitafSqo

Missing-minor-boy-yet-to-be-traced-in-khurda-1
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories