• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Rosalin Rath

ରାଉରକେଲା: ବିଲ୍‌ଡର୍‌ଙ୍କ କାର୍‌ ଉପରକୁ ଗୁଳିମାଡ଼। ରାଉରକେଲାର ବେଲଡ଼ିହି ନିକଟରେ ବିଲ୍‌ଡର୍‌ ଅନମୋଲ ସିଂହଙ୍କ ଗାଡ଼ି ଉପରକୁ  ଦୁର୍ବୃତ୍ତମାନେ ଗୁଳିମାଡ଼ କରିଛନ୍ତି। ସୌଭାଗ୍ୟବଶତଃ ସେ ଅଳ୍ପକେ ବର୍ତ୍ତି ଯାଇଛନ୍ତି।

ଗୁଳିମାଡ଼ରେ ଅନମୋଲଙ୍କ ଅଙ୍ଗରକ୍ଷୀ ମିଠୁ ସିଂ ଆହତ ହୋଇଛନ୍ତି। ମିଠୁଙ୍କ ମୁଣ୍ଡରେ ଗୁଳି ବାଜିଛି। ଏହାସହ କାର୍‌ରେ ୩ଟି ଗୁଳି ବାଜିଛି।

ପୁଲିସ୍‌ ଘଟଣାସ୍ଥଳରୁ ୫ଟି ଖୋକା ଜବତ କରିବା ସହ ଘଟଣାର ତଦନ୍ତ କରୁଛି।

ଅନମୋଲ ଘରକୁ ଫେରୁଥିବା ବେଳେ ବେଲଡ଼ିହି ନିକଟରେ ତାଙ୍କ ଗାଡ଼ି ଉପରକୁ ଦୁର୍ବୃତ୍ତମାନେ ୧୦ ରାଉଣ୍ଡ ଗୁଳିମାଡ଼ କରିଥିଲେ।

ପୂର୍ବରୁ ମଧ୍ୟ ଅନମୋଲଙ୍କ ଗାଡ଼ି ଉପରକୁ ଗୁଳି ମାଡ଼ ହୋଇଥିଲା।

 

Miscreants-open-fire-at-the-vehicle-of-a-builder
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories