ବନ୍ଧୁକ ଦେଖାଇ ୨୩ ଲକ୍ଷ ଲୁଟିନେଲେ ୪ ଦୁର୍ବୃତ୍ତ

ଖୋର୍ଦ୍ଧା: ଫିଲ୍ମ ଷ୍ଟାଇଲରେ ବନ୍ଧୁକ ଦେଖାଇ ଲୁଟିନେଲେ ଲକ୍ଷ ଲକ୍ଷ ଟଙ୍କା। ଲକ୍ଷେ କି ଦି ଦୁଇ ଲକ୍ଷ ନୁହେଁ ଏକାଥରକେ ୨୩ ଲକ୍ଷ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ। ଏଭଳି ଘଟଣା ଘଟିଛି ଖୋର୍ଦ୍ଧା ଟାଉନ୍‌ରେ

 

ଏକ ଘରୋଇ ସଂସ୍ଥାର ଏଜେଣ୍ଟ ନିକଟସ୍ଥ ବ୍ୟାଙ୍କକୁ ଜମା କରିବାକୁ ଯିବାବେଳେ ଲୁଟ୍‌ର ଏଭଳି ଶିକାର ହୋଇଛନ୍ତି ଏହି ୪ ଦୁର୍ବୃତ୍ତ ଏଜେଣ୍ଟଙ୍କ ବାଇକ୍ ଗରେ ବାଇକ୍ ରଖି ଟଙ୍କା ବ୍ୟାଗ୍ ଝାମ୍ପିନେଇଛନ୍ତି ଟାଉନ୍ ଥାନାରେ ଏନେଇ ଲିଖିତ ଅଭିଯୋଗ ହୋଇଛି

You might also like