ଦାଦାବଟି ନଦେବାରୁ ବୋମାମାଡ଼!

ପୁରୀ: ଦାଦାବଟି ଆଦାୟକୁ ନେଇ ପୁରୀ ସହରରେ ବୋମାମାଡ଼ ହୋଇଥିବା ସୂଚନା ମିଳିଛି।

ଦାଦାବଟି ନଦେବାରୁ ଗୁଣ୍ଡିଚା ମନ୍ଦିର ପାଖରେ ଏକ ଦୋକାନ ଉପରେ ଦୁର୍ବୃତ୍ତମାନେ ବୋମାମାଡ଼ କରିଥିବା ଅଭିଯୋଗ ହୋଇଛି।

ଘଟଣା ସ୍ଥଳରେ ପୁଲିସ୍‌ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

You might also like