• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Odishatv Bureau

କଟକ: ‘ପିଠା’ କାର୍ଯ୍ୟକ୍ରମରେ ଫାଟିଲା ମୁଣ୍ଡ। ରାଜ୍ୟ ସରକାରଙ୍କ ପିଠା କାର୍ଯ୍ୟକ୍ରମ ବେଳେ ସରପଞ୍ଚ ଓ ତାଙ୍କ ପରିବାରକୁ ମାଡ଼ ମରାଯାଇଥିବା ଅଭିଯୋଗ ହୋଇଛି।

କଟକ ସଦର ବ୍ଲକ୍‌ ଅନ୍ତର୍ଗତ ଗତିରାଉତପାଟଣା ପଞ୍ଚାୟତରେ ଆଜି ପିଠା କାର୍ଯ୍ୟକ୍ରମ ବେଳେ ଗତିରାଉତପାଟଣା ସରପଞ୍ଚ ଲକ୍ଷ୍ମୀପ୍ରିୟା ସ୍ୱାଇଁ, ତାଙ୍କ ସ୍ୱାମୀ ଓ ପୁଅକୁ କିଛି ବ୍ୟକ୍ତି ମାରଣାସ୍ତ୍ରରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଏଥିସହ ତାଙ୍କ ପୁଅଙ୍କ ମୁଣ୍ଡକୁ ବନ୍ଧୁକର ପଛରେ ଆକ୍ରମଣ କରିଥିବା ସରପଞ୍ଚ କହିଛନ୍ତି।

ଆକ୍ରମଣକାରୀ ମନ୍ତ୍ରୀ ଚନ୍ଦ୍ରସାରଥୀ ବେହେରାଙ୍କ ସମର୍ଥକ ବୋଲି ସେ ଅଭିଯୋଗ କରିଛନ୍ତି। ଅନ୍ୟପଟେ, ଆକ୍ରମଣ ଘଟଣାକୁ ନେଇ ଚାଉଳିଆଗଞ୍ଜ ଥାନାରେ ସରପଞ୍ଚ ଏତଲା ଦେଇଛନ୍ତି। ସେପଟେ ଅଭିଯୋଗ ନେଇ ମନ୍ତ୍ରୀ ଚନ୍ଦ୍ରସାରଥୀ ବେହେରାଙ୍କ ପ୍ରତିକ୍ରିୟା ରଖିଛନ୍ତି। ଯଦି ଥାନାରେ ଏ ବିଷୟରେ ଅଭିଯୋଗ ହୋଇଥିବ, ତେବେ ପୁଲିସ୍‌ ତଦନ୍ତ କରିବ ‍‍ବୋଲି ସେ କହିଛନ୍ତି।

https://youtu.be/Uasf0JXOjgg

Miscreants-attack-sarpanch-laxmipriya-swain-her-husband-and-son-during-peetha-programme-in-cuttack-1
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories