ଢେଙ୍କାନାଳର ନାବାଳିକାଙ୍କୁ ବାହାର ରାଜ୍ୟରେ ବିକ୍ରି ସୂଚନା
ଢେଙ୍କାନାଳ ( ରାଜଶ୍ରୀ ଶତପଥୀ) : ଢେଙ୍କାନାଳର ଜଣେ ନାବାଳିକାଙ୍କୁ ବିକ୍ରି କରାଯାଇଛି। ପ୍ରାୟ ବର୍ଷେ ତଳେ ୫୦ ହଜାର ଟଙ୍କାରେ ଗୋଆରେ ବିକ୍ରି କରାଯାଇଥିବା ସୂଚନା ମିଳିଛି। ନାବାଳିକାଙ୍କ ଘର ସଦର ଥାନା ଦାମଦରନାଳୀ ଗାଁରେ। ଜିଲ୍ଲା ଶିଶୁ ମଙ୍ଗଳ କମିଟି ଅଧ୍ୟକ୍ଷଙ୍କ ସୂଚନା ଅନୁସାରେ, ନାବାଳିକାଙ୍କ ବାପା ତାଙ୍କ ସ୍ତ୍ରୀଙ୍କୁ ହତ୍ୟା ଘଟଣାରେ ଜେଲରେ ଅଛନ୍ତି। ଏନେଇ ଶିଶୁ ମଙ୍ଗଳ କମିଟି ପକ୍ଷରୁ ଜିଲ୍ଲାପାଳ ଓ ଏସ୍ପିଙ୍କୁ ଅବଗତ କରାଯାଇଛି। ନାବାଳିକାଙ୍କୁ ଉଦ୍ଧାର କରିବାକୁ […]
ଢେଙ୍କାନାଳ ( ରାଜଶ୍ରୀ ଶତପଥୀ) : ଢେଙ୍କାନାଳର ଜଣେ ନାବାଳିକାଙ୍କୁ ବିକ୍ରି କରାଯାଇଛି। ପ୍ରାୟ ବର୍ଷେ ତଳେ ୫୦ ହଜାର ଟଙ୍କାରେ ଗୋଆରେ ବିକ୍ରି କରାଯାଇଥିବା ସୂଚନା ମିଳିଛି। ନାବାଳିକାଙ୍କ ଘର ସଦର ଥାନା ଦାମଦରନାଳୀ ଗାଁରେ।
ଜିଲ୍ଲା ଶିଶୁ ମଙ୍ଗଳ କମିଟି ଅଧ୍ୟକ୍ଷଙ୍କ ସୂଚନା ଅନୁସାରେ, ନାବାଳିକାଙ୍କ ବାପା ତାଙ୍କ ସ୍ତ୍ରୀଙ୍କୁ ହତ୍ୟା ଘଟଣାରେ ଜେଲରେ ଅଛନ୍ତି। ଏନେଇ ଶିଶୁ ମଙ୍ଗଳ କମିଟି ପକ୍ଷରୁ ଜିଲ୍ଲାପାଳ ଓ ଏସ୍ପିଙ୍କୁ ଅବଗତ କରାଯାଇଛି। ନାବାଳିକାଙ୍କୁ ଉଦ୍ଧାର କରିବାକୁ ପୁଲିସ ଚେଷ୍ଟା ଜାରି ରହିଛି ବୋଲି ଜିଲ୍ଲାପାଳ କହିଛନ୍ତି।