ନାବାଳିକାଙ୍କୁ ରାସ୍ତାରୁ ଉଠାଇ ନେଇ ଗଣଦୁଷ୍କର୍ମ

ସମ୍ବଲପୁର : ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଅଞ୍ଚଳରେ ଜଣେ ନାବାଳିକାଙ୍କୁ ରାସ୍ତାରୁ ଉଠାଇ ନେଇ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ଭାଇ ସହ ତୁରେଇ ଗାଁରୁ ମକର ମେଳା ଦେଖି ଫେରୁଥିବାବେଳେ ଉଠାଇ ନେଇ ୪ ଯୁବକ ଗଣଦୁଷ୍କର୍ମ କରିଥିବା ଥାନାରେ ଅଭିଯୋଗ ହୋଇଛି।

ମହୁଲପାଲି ଥାନାରେ ଏ ସମ୍ପର୍କରେ ଅଭିଯୋଗ ହେବା ପରେ ଜଣକୁ ଅଟକ ରଖି ପୁଲିସ ପଚରାଉଚରା କରୁଛି। ତେବେ ପୀଡ଼ିତା ଜଣକ ଦୁଷ୍କର୍ମକାରୀଙ୍କୁ ଚିହ୍ନିନଥିବା କହିଛନ୍ତି।

 

You might also like