କଳିଙ୍ଗନଗର ଥାନା ଅଞ୍ଚଳରେ ନାବାଳିକା ହେଲେ ମାଆ

ଯାଜପୁର  : ଯାଜପୁର ଜିଲ୍ଲା କଳିଙ୍ଗନଗର ଥାନା ଅଞ୍ଚଳରେ ଜଣେ ନାବାଳିକା ମାତୃତ୍ୱ ଲାଭ କରିଥିବା ଜଣାପଡ଼ିଛି। ଘଟଣା ପରେ ଉଭୟ ନବଜାତ ଶିଶୁ କନ୍ୟା ଓ ମାଆକୁ ଯାଜପୁର ଡାକ୍ତରଖାନାରେ ଚିକିତ୍ସା କରାଯାଉଛି।

ଗତ କିଛି ମାସ ତଳେ ନାବାଳିକାଙ୍କୁ ଦୁଷ୍କର୍ମ କରାଯାଇଥିବା ନେଇ କଳିଙ୍ଗନଗର ଥାନାରେ ଏତଲା ହୋଇଥିଲା। ତେବେ ଅଭିଯୁକ୍ତ ଫେରାର ହୋଇଯାଇଥିଲା। ବର୍ତ୍ତମାନ ନାବାଳିକା ଜଣକ ମାଆ ହେବାପରେ ଅଭିଯୁକ୍ତକୁ ଧରିବା ଲାଗି ପୁଲିସ ଜୋରଦାର ପ୍ରୟାସ ଚଳାଇଛି।

ଏହା ସହ ମଧ୍ୟ ପଢନ୍ତୁ :  ଆଶ୍ରମ ସ୍କୁଲର ଜଣେ ଛାତ୍ରୀ ଗର୍ଭବତୀ ଅଭିଯୋଗ

You might also like