ନିଆଁରେ ପୋଡ଼ିହୋଇ ନାବାଳିକା ଗୁରୁତର
କେନ୍ଦୁଝର : କେନ୍ଦୁଝର ଜିଲ୍ଲା ଅାନନ୍ଦପୁର ଅଞ୍ଚଳରେ ଅଭାବନୀୟ ଘଟଣା। ନିଆଁରେ ପୋଡ଼ିହୋଇ ଜଣେ ନାବାଳିକା ଗୁରୁତର ଅାହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ଘସିପୁରା ଥାନା ଅନ୍ତର୍ଗତ ଗୋହିରା ଗାଁରେ ରୋଷେଇ କରୁଥିବା ବେଳେ ନାବାଳିକା ଜଣକ ଚୁଲି ନିଆଁରେ ପୋଡ଼ି ହୋଇ ଗୁରୁତର ଅାହତ ହୋଇଥିଲେ। ପରିବାର ଲୋକେ ତୁରନ୍ତ ତାଙ୍କୁ ଅାନନ୍ଦପୁର ମେଡିକାଲ ନେଇଥିଲେ। ଅବସ୍ଥା ଗୁରୁତର ହେବାରୁ ଝିଅକୁ କଟକ ବଡ଼ମେଡିକାଲ ସ୍ଥାନାନ୍ତର କରାଯାଇଛି।
କେନ୍ଦୁଝର : କେନ୍ଦୁଝର ଜିଲ୍ଲା ଅାନନ୍ଦପୁର ଅଞ୍ଚଳରେ ଅଭାବନୀୟ ଘଟଣା। ନିଆଁରେ ପୋଡ଼ିହୋଇ ଜଣେ ନାବାଳିକା ଗୁରୁତର ଅାହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି।
ଘସିପୁରା ଥାନା ଅନ୍ତର୍ଗତ ଗୋହିରା ଗାଁରେ ରୋଷେଇ କରୁଥିବା ବେଳେ ନାବାଳିକା ଜଣକ ଚୁଲି ନିଆଁରେ ପୋଡ଼ି ହୋଇ ଗୁରୁତର ଅାହତ ହୋଇଥିଲେ। ପରିବାର ଲୋକେ ତୁରନ୍ତ ତାଙ୍କୁ ଅାନନ୍ଦପୁର ମେଡିକାଲ ନେଇଥିଲେ। ଅବସ୍ଥା ଗୁରୁତର ହେବାରୁ ଝିଅକୁ କଟକ ବଡ଼ମେଡିକାଲ ସ୍ଥାନାନ୍ତର କରାଯାଇଛି।