ନାବାଳିକା-ନାବାଳକ ବାହାଘର ରୋକିଲା ଚାଇଲ୍ଡ ଲାଇନ
କୋରାପୁଟ: କୋରାପୁଟ ଜିଲ୍ଲା ସେମିଳିଗୁଡା ବ୍ଲକର କାଙ୍ଗ୍ରା ଗାଁରେ ଶନିବାର ଚାଲିଥିଲା ବାଲ୍ୟ ବିବାହ। ଉଭୟ ବର-କନ୍ୟା ଥିଲେ ନାବାଳକ-ନାବାଳିକା। ଜିଲ୍ଲା ଶିଶୁ ସୁରକ୍ଷା ଓ ଚାଇଲଡ଼ ଲାଇନ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଉଭୟଙ୍କୁ ଉଦ୍ଧାର କରିଛି। ସେମାନଙ୍କୁ ନିଜ ପରିବାରକୁ ହସ୍ତାନ୍ତର କରିଛନ୍ତି ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ। ଦୁଇ ପରିବାରଙ୍କ ସହ ଆଲୋଚନା କରି ସାବାଳକ ହେବା ପର୍ଯ୍ୟନ୍ତ ବିବାହକୁ ଅଟକାଇବା ପାଇଁ କୁହାଯାଇଛି।