• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Odishatv Bureau

ଭୁବନେଶ୍ୱର: ବରିଷ୍ଠ ବିଜେପି ନେତା ତଥା ପୂର୍ବତନ ମନ୍ତ୍ରୀ ସମୀର ଦେଙ୍କ ସ୍ୱାସ୍ଥ୍ୟବସ୍ଥା ଭଲ ଅଛି। ଶାରିରୀକ ଅସୁସ୍ଥତା କାରଣରୁ ସମୀର ଦେ ଏବେ କଟକ ସିଡିଏ ୬ନମ୍ବର ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି।

ତେବେ ସମୀର ଦେଙ୍କ ପରଲୋକ ନେଇ ଆଜି ଆଇନ୍ ମନ୍ତ୍ରୀ ପ୍ରତାପ ଜେନାଙ୍କର ଏକ ଟ୍ୱିଟ୍ ଜୋରଦାର ଭାଇରାଲ୍ ହୋଇଥିଲା। ଯାହାକୁ ନେଇ କଟକବାସୀ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ।

ଆହୁରି ପଢ଼ନ୍ତୁ:ମୁଖ୍ୟମନ୍ତ୍ରୀଙ୍କ ବନ୍ୟାଞ୍ଚଳ ଗସ୍ତ ବିବାଦ ପ୍ରସଙ୍ଗରେ ବିଜେପିର ଟାର୍ଗେଟ୍

ଏମିତିକି ଜୀବିତ ସମୀର ଦେଙ୍କୁ, ମନ୍ତ୍ରୀ ପ୍ରତାପ ଜେନା ସୋସିଆଲ୍ ମିଡିଆରେ କେମିତି ଶୋକବାର୍ତ୍ତା ଦେଲେ ବୋଲି କଟକ ନଗର ବିଜେପି ସଭାପତି ପ୍ରଶ୍ନ କରିଛନ୍ତି। ତେବେ ଏ ନେଇ ମନ୍ତ୍ରୀ ପ୍ରତାପ ଜେନାଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ।

ଓଡିଶା ର ଟିକନିଖ ଖବର ପାଇଁ ଆମ ସହିତ ଯୋଡ଼ି ହୁଅନ୍ତୁ

Minister-pratap-jena-falsely-tweeted-death-of-sameer-day
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories