ଆଜିଠୁ ଦେଖିବାକୁ ମିଳିବ ‘ତରଙ୍ଗ’ ଚ୍ୟାନେଲ୍‌ର ମେଗା ଧାରାବାହିକ

ଭୁବନେଶ୍ୱର: ମନୋରଞ୍ଜନ ଧର୍ମୀ ଚ୍ୟାନେଲ ତରଙ୍ଗରେ ଆଜିଠୁ ପୁଣି ଥରେ ଆରମ୍ଭ ହେଉଛି ମେଗା ଧାରାବାହିକ। ଲୋକପ୍ରିୟ ଧାରାବାହିକ ମାୟା, କୁଆଁରୀବୋହୂ, ନୂଆବୋହୂ, ସାବିତ୍ରୀ, ତାରାତାରିଣୀ ଓ ସିନ୍ଦୁରର ଅଧିକାର ଆଜିଠୁ ପୁଣି ଥରେ ତରଙ୍ଗରେ ପ୍ରସାରିତ ହେବ ।

ସେହିପରି ଓଡ଼ିଶାର ସବୁଠୁ ଲୋକପ୍ରିୟ ହାସ୍ୟ ଅଭିନେତା ପପୁ ପମ୍‌ପମ୍‌ ନେଇ ‘EXCUSE ME, ଯାହା କହିବି, ସତ କହିବି’ର ସିଜନ-ଥ୍ରୀ ମଧ୍ୟ ଆଜିଠୁ ରାତି ୧୦ଟାରେ ପ୍ରସାରିତ ହେବ। କରୋନା କଟକଣା ପାଇଁ ଦୀର୍ଘ ଦିନ ଧରି ସୁଟିଂ ବନ୍ଦ ରହିଥିଲା॥ ଏବେ ପୁଣି ଥରେ ସୁଟିଂ ଫ୍ଲୋରକୁ ଫେରିଛି । ଧାରାବାହିକ ସୁଟିଂ ବେଳେ ସରକାରଙ୍କ ସମସ୍ତ ଗାଇଡ୍ ଲାଇନକୁ ପାଳନ କରାଯାଇଛି ।

ଷ୍ଟୁଡିଓକୁ ସାନିଟାଇଜ୍ କରାଯିବା ସହ ବାରମ୍ବାର ସବୁନ ଓ ସାନିଟାଇଜରରେ ହାତ ସଫା କରିବା, ମାସ୍କ ଲଗାଇବା, ସାମାଜିକ ଦୂରତା ବଜାୟ ରଖିବା ନିୟମ ମଧ୍ୟ ପାଳନ କରାଯାଇଛି ।

ଆହୁରି ପଢ଼ନ୍ତୁ

ଭୁବନେଶ୍ୱରରୁ ୩୧୭ ପଜିଟିଭ ଚିହ୍ନଟ, ୨୫୫ ଲୋକାଲ କେସ୍

ପୂରଣ ହେଲା ସ୍ୱାଭିମାନ ଅଞ୍ଚଳବାସୀଙ୍କ ଆଶା

ଆଜିଠୁ ଓଡ଼ିଶାର ଏହି ସହର ୭ ଦିନ ସଟ୍‌ଡାଉନ୍‌

ବିଶ୍ୱ ପର୍ଯ୍ୟଟନ ଦିବସରେ କୋଣାର୍କକୁ ଗଡ଼ିଲା ‘ମୋ ବସ୍’

ଓଡ଼ିଶାରେ କୋଭିଡ୍‌ ପରିଚାଳନାକୁ ନେଇ ପ୍ରଶ୍ନ ଉଠାଇଲେ ବିଜେଡି ବିଧାୟକ

ଦିନକରେ ଓଡ଼ିଶାରେ ୧୪ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ

ଓଡ଼ିଶାରେ କରୋନା ସ୍ଥିତି: ୨୪ ଘଣ୍ଟାରେ ଚିହ୍ନଟ ହେଲେ ୩,୯୨୨ ପଜିଟିଭ୍‌

ଅକ୍ଟୋବରରୁ ଓଡ଼ିଶାର ସମସ୍ତ ପର୍ଯ୍ୟଟନସ୍ଥଳୀ ଖୋଲିବାକୁ ଯୋଜନା

ସମ୍ପର୍କୀୟଙ୍କ ସହ ମିଶି ପତ୍ନୀଙ୍କୁ ମାଡ଼ ମାରିଲେ ଡେପୁଟି କଲେକ୍ଟର

JEE Advanced 2020: କୋଭିଡ୍‌ ଗାଇଡ୍‌ଲାଇନ୍ସ ପାଳନ କରି ହେବ ପରୀକ୍ଷା

ଗ୍ୟାସ ସିଲିଣ୍ଡର ସଜାଡ଼ୁଥିବା ବେଳେ ହଠାତ୍ ଲାଗିଲା ନିଆଁ; ୬ ଗୁରୁତର

ବିଧାନସଭା ଅଧିବେଶନରେ ସରକାରଙ୍କୁ ଘେରିବାକୁ ବିଜେପିର ରଣନୀତି

You might also like