• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Odishatv Bureau

ଭୁବନେଶ୍ୱର : ଆପଣଙ୍କ ଆଖିରେ ଯଦି କେହି କଳା କପଡ଼ା ବାନ୍ଧି ଦିଅନ୍ତି ତା’ହେଲେ ଆପଣଙ୍କୁ ଚତୁଃର୍ଦିଗ ଅନ୍ଧକାର ଦିଶିବ। ଏହି ସମୟରେ ଯଦି କିଛି ଦେଖିକି ଆପଣଙ୍କୁ କହିବାକୁ କୁହାଯାଏ, ସେତେବେଳେ ଆପଣ କ’ଣ କରିବେ। ଆମେ ନିଶ୍ଚିତ ଯେ, ଆପଣ କିଛି କହି ପାରିବେ ନାହିଁ। କାରଣ ଆଖି ବନ୍ଧା ଯାଇଥିବାରୁ ଆପଣଙ୍କୁ କିଛି ଦେଖାଯିବ ନାହିଁ।

କିନ୍ତୁ, ଏପରି ଜଣେ କୁନି ଝିଅ ଅଛନ୍ତି ଯାହା ପାଖରେ ଏକ ବିସ୍ମୟ ପ୍ରତିଭା ରହିଛି। ତାଙ୍କ ଆଖିରେ କଳା କପଡ଼ା ବାନ୍ଧି ଯାହା ପଚରା ଯାଉଛି ତାହା ସଠିକ୍‌ ସଠିକ୍‌ କହିଦେଉଛନ୍ତି। ଏପରିକି ସେ, ଗଣିତ ମଧ୍ୟ କଷି ପାରୁଛନ୍ତି। କେଉଁଠି ଏହି ଝିଅଙ୍କ ଘର ଆଉ କେମିତି ସେ ଏହି ଆଶ୍ଚର୍ଯ୍ୟ କଲା ଭଳି ପ୍ରତିଭା ଦେଖାଇପାରୁଛନ୍ତି ତାହା ଜାଣିବା ପାଇଁ ଦେଖନ୍ତୁ ଭିଡିଓ…

 

https://www.youtube.com/watch?v=CJ_zxDkdfcE

Meet-the-odisha-who-can-see-everything-even-with-blind-fold12
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories