ଫୋନି ଉଜାଡିଲା ଔଷଧୀୟ ବୃକ୍ଷ

ଭୁବନେଶ୍ୱର: ମହାବାତ୍ୟା ଫୋନିରେ  ଉଜଡ଼ିଯାଇଇଛି। ଔଷଧୀୟ ବୃକ୍ଷ ଜ୍ଞାନ କେନ୍ଦ୍ର ।  ନଷ୍ଟ ହୋଇଛି ବିରଳ ପ୍ରଜାତିର ଅନେକ ଔଷଧୀୟ ବୃକ୍ଷରାଜୀ। ଭୁବନେଶ୍ୱର ପାଞ୍ଚ ନମ୍ବର ଜାତୀୟ ରାଜପଥ  ପାତ୍ରପଡାସ୍ଥିତ  ୬୦ ହେକଟର ଜମିରେ ତିଆରି ହୋଇଥିଲା ଏହି ଔଷଧୀୟ ବୃକ୍ଷ ଜ୍ଞାନ କେନ୍ଦ୍ର ବା ମେଡିସିନାଲ ପ୍ଲାଣ୍ଟ ନଲେଜ୍ ସେଣ୍ଟର ।  ୨୦୦୩  ମସିହାଠାରୁ ଆରମ୍ଭ ହୋଇଥିବା ଏହି  କେନ୍ଦ୍ରରେ  ୩୦୦ ପ୍ରଜାତିର ବହୁ ବିରଳ  ଔଷଧୀୟ ବୃକ୍ଷ ରହିଥିଲା ଯାହାକି ଫୋନୀ ଯୋଗୁ  ଅଧାରୁ ଅଧିକ ଗଛ ନଷ୍ଟ ହୋଇଯାଇଛି ।

ଫୋନିର ପ୍ରଭାବରେ ସହର ଭିତରେ ସଂପୂର୍ଣ ଭାବେ ମୂଳରୁ ଉପୁଡି ନ ଥିବା ଗଛର  ପୁନରୁଦ୍ଧାର ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ସିଟି ଫରେଷ୍ଟ ଡିଭିଜନ ପକ୍ଷରୁ ସେହି ସବୁ ଗଛ ମୂଳ ଖୋଲାଯାଇ  ପୁନର୍ବାର ଗଛଗୁଡିକୁ ବନ କର୍ମଚାରୀଙ୍କ ସହାୟତାରେ ଉଠାଇ କାଠ ପୋଲ ମାଧ୍ୟମରେ ଢେରା ଦିଆଯାଇ ପୋତା ଯାଉଛି । ସେସବୁ ଗଛକୁ  ବଞ୍ଚାଇ ରଖିବା ଉଦ୍ଦେଶ୍ୟରେ ଏପରି ପଦକ୍ଷେପ ନେଇଛି ସିଟି ଫରେଷ୍ଟ ଡିଭିଜନ। ୫ଦିନ ହେଲାଣି ସହରରେ ଏଯାଏଁ ପ୍ରାୟ ୩୦୦୦ ଗଛକୁ  ପୁନଃ ରୋପଣ କରାଯାଇଛି । ଫୋନି ପରେ ବହୁମାତ୍ରାରେ ଗଛ ଉଜୁଡିଯାଇଥିବାରୁ  ଅଧା ଉପୁଡିଯାଇଥିବା ଗଛକୁ ପ୍ରାଥମିକତା ଦିଆଯାଉଛି। ଯେଉଁ ହାରରେ ଗରମ ଅନୁଭୂତ ହେଉଛି ଏସବୁ ଗଛକୁ  ବଞ୍ଚାଇ ରଖିବା ଜରୁରୀ ହୋଇପଡିଛି।

 

ଆହୁରି ପଢ଼ନ୍ତୁ

‘ଚାଇନା କମ୍ପାନୀ ଦ୍ୱାରା ଭାରତକୁ ଫାଇଦା’

ସମୁଦ୍ର କୂଳରେ ଏମିତି ଲୁକ୍‌ରେ ମନ୍ଦିରା, ଭାଇରାଲ ହେଲା ଫଟୋ

ଭାରତର ଲଗାତାର ୫ମ ବିଜୟ, ୱେଷ୍ଟଇଣ୍ଡିଜ୍ ଧରାଶାୟୀ

‘ଫୋନି’ ଖୋଲିଦେଲା ଜାଲ୍‌ ରାସନକାର୍ଡ ଗୁମର: ଚାଉଳ ନେଲେ ଟଙ୍କା ପାଇଁ ଆସିଲେନି

ପୋଲାଭରମ୍‌ ପ୍ରକଳ୍ପ ଆଗେଇନେବା ପାଇଁ ଆନ୍ଧ୍ରକୁ ଅନୁମତି

ଦାୟିତ୍ୱହୀନତା: ଉଦ୍ଧାର ହେଲେ ୨ ଶିଶୁପୁତ୍ର, ଜଣେ କାର୍ ଭିତରୁ, ଜଣେ ବନ୍ଦ ଘରୁ

ତିନି ରାଜ୍ୟସଭା ପ୍ରାର୍ଥୀ କୋଟିପତି, ଅମରଙ୍କ ନାଁରେ ରହିଛି ଏମିତି ଅଭିଯୋଗ

ମୋଟ୍ ବ୍ୟୟ ପରିମାଣ ୧ ଲକ୍ଷ ୩୯ ହଜାର କୋଟି  ଛୁଇଁବା ସମ୍ଭାବନା

ରାଜଧାନୀରୁ କାର ଲୁଟ୍ ଘଟଣାର ପର୍ଦ୍ଦାଫାସ

୪ ନର୍ସଙ୍କୁ ବାଧ୍ୟତାମୂଳକ ଛୁଟିରେ ପଠାଇଲା ସ୍ୱାସ୍ଥ୍ୟ ବିଭାଗ

ପାଠ୍ୟ ପୁସ୍ତକରେ ଏଣିକି ରହିବ କ୍ୟୁଆର କୋର୍ଡ

ବହୁ ଚର୍ଚ୍ଚିତ ସାମ୍ବାଦିକ ତରୁଣ ଆଚାର୍ଯ୍ୟ ହତ୍ୟା ମାମଲା, ୫ ଦୋଷୀଙ୍କୁ ଆଜୀବନ ଜେଲ୍‌

You might also like