ପ୍ରକାଶ ପାଇଲା ମାଟ୍ରିକ ସପ୍ଲିମେଣ୍ଟାରୀ ରେଜଲ୍ଟ; କେହି ପାଇଲେନି A1 ଗ୍ରେଡ୍

ଭୁବନେଶ୍ୱର: ମାଟ୍ରିକ ସପ୍ଲିମେଣ୍ଟାରୀ ରେଜଲ୍ଟ ଆଜି ପ୍ରକାଶ ପାଇଛି। ମୋଟ ୨୧, ୪୮୭ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୧୫, ୨୪୪   ପାସ୍ କରିଛନ୍ତି । ତେବେ ସପ୍ଲିମେଣ୍ଟାରୀରେ କୌଣସି ଛାତ୍ରଛାତ୍ରୀଙ୍କୁ A1 ଗ୍ରେଡ୍ ମିଳି ନ ଥିବା ଜଣାଯାଇଛି।

A2ରେ ୧୦, B1ରେ ୧୯୫, B2ରେ ୯୩୦, Cରେ ୧୯୦୨ ଛାତ୍ରଛାତ୍ରୀ ପାସ୍‌ କରିଛନ୍ତି। ସେହିପରି  Dରେ ୩୧୪୦, Eରେ ୯୦୬୭, Fରେ ୬୨୧୮ ପିଲା ପାସ୍।

ଏଥର ୨୧, ୪୮୭ ଛାତ୍ରଛାତ୍ରୀ ସପ୍ଲିମେଣ୍ଟାରୀ ପରୀକ୍ଷା ଦେଇଥିଲେ।  

You might also like