• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Chandan Shishu

ଭୁବନେଶ୍ୱର: ମହାମାରୀ କରୋନା ସମୟରେ ଲକଡାଉନ ଓ ସଟଡାଉନ ଭିତରେ ଆଜି ପ୍ରକାଶ ପାଇବ ମାଟ୍ରିକ ରେଜଲ୍ଟ। ଆଜି ସକାଳ ୯ଟାରେ ଭିଡିଓ କନ୍ଫରେନ୍ସିଂରେ ରେଜଲ୍ଟ ପ୍ରକାଶ ପାଇବ। ତେବେ ଦିନ ସାଢ଼େ ୧୧ଟାରୁ ପିଲାମାନେ ସେମାନଙ୍କ ରେଜଲ୍ଟ ଦେଖିପାରିବେ। ବୋର୍ଡର ୨ଟି  ୱେବସାଇଟ ଓ SMSରେ ମିଳିପାରିବ ରେଜଲ୍ଟ।

ୱେବସାଇଟ ଗୁଡ଼ିକ ହେଲା www. bseodisha.ac.in ଏବଂ www.bseodisha.nic.in ସେହିପରି 5676750 ନମ୍ବର ନାଁ ଓ ରୋଲ ନମ୍ବର ଲେଖି ପଠାଇଲେ SMSରେ ମଧ୍ୟ ରେଜଲ୍ଟ ମିଳିବ। ଏଥର ରାଜ୍ୟର ପ୍ରାୟ ୫ ଲକ୍ଷ ୬୦ ହଜାର ପରିକ୍ଷାର୍ଥୀ ପରୀକ୍ଷା ଦେଇଛନ୍ତି। ୬୦ଟି କେନ୍ଦ୍ରରେ ହୋଇଥିଲା ମୂଲ୍ୟାଙ୍କନ।

ଗତ ଫେବୃଆରୀ ୧୯ରୁ ମାର୍ଚ୍ଚ ୨ତାରିଖ ଯାଏ ପରୀକ୍ଷା ହୋଇଥିଲା। କରୋନା ମୁକାବିଲା ପାଇଁ ଲକଡାଉନ୍ ଏବଂ ବାତ୍ୟା ଅମ୍ପନ୍ ଯୋଗୁଁ ଖାତା ଦେଖାରେ ସମସ୍ୟା ଉପୁଜିଥିଲା। ଶେଷରେ ମେ ୨୬ରୁ ଆରମ୍ଭ ହୋଇଥିଲା ଖାତା ମୂଲ୍ୟାୟନ।

Matric-result-will-be-published-today
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories