ଆଜିଠାରୁ ମାଓବାଦୀଙ୍କ ସହିଦ ସପ୍ତାହ ଆରମ୍ଭ

ଭୁବନେଶ୍ୱର: ଆଜିଠାରୁ ମାଓବାଦୀମାନେ ସହିଦ ସପ୍ତାହ ପାଳନ କରୁଛନ୍ତି। ଏହାକୁ ନଜରରେ ରଖି ମାଲକାନଗିରି ପୋଲିସ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ସୀମାକୁ ସିଲ୍‌ କରାଯିବା ସହ ରାସ୍ତାଘାଟରେ ଯାଞ୍ଚ କରାଯାଉଛି। ବିଏସଏଫ୍ ଓ ପୋଲିସ ତରଫରୁ ବିଭିନ୍ନ ସ୍ଥାନରେ କମ୍ବିଂ ଅପରେଶନ ଚାଲିଛି।

ସେପଟେ ସହିଦ ସପ୍ତାହ ପାଳନ ପାଇଁ ଗାଁ ଗାଁରେ ଶ୍ରଦ୍ଧାଞ୍ଜଳି ସଭା ଆୟୋଜନ କରିବାକୁ ମାଓବାଦୀମାନେ ଆହ୍ୱାନ ଦେଇଛନ୍ତି। କୋରାପୁଟ- ମାଲକାନଗିରି ବର୍ଡର ଡିଭିଜନର ସମ୍ପାଦକ ମାଓନେତା ବେଣୁ ଏକ ଅଡିଓ ଟେପ୍ ଜାରି କରି ସରକାରଙ୍କ ନକ୍ସଲ ବିରୋଧୀ ସମାଧାନ ଯୋଜନାକୁ ବିରୋଧ କରିଛନ୍ତି।

ରାଜ୍ୟରେ ପୂର୍ବ ତୁଳନାରେ ମାଓବାଦୀଙ୍କ ସଂଖ୍ୟାରେ ହ୍ରାସ ପାଇଛି। ବର୍ତ୍ତମାନ ମାତ୍ର ୧୦ ପ୍ରତିଶତ ମାଓବାଦୀ ସକ୍ରିୟ ରହିଛନ୍ତି। କୌଣସି ଉନ୍ନୟନ କାମରେ ପ୍ରତିବନ୍ଧକ ନସାଜି ନକ୍ସଲମାନେ ବନ୍ଧୁକ ଛାଡ଼ି ସହ ସମାଜର ମୁଖ୍ୟସ୍ରୋତରେ ସାମିଲ ହୁଅନ୍ତୁ ବୋଲି ପୂର୍ବରୁ ଆହ୍ୱାନ କରିଥିଲେ ଡିଜିପି ଅଭୟ।

ଆହୁରି ପଢ଼ନ୍ତୁ

ବଦଳିବ ଭୁବନେଶ୍ୱର ମାନଚିତ୍ରର ରୂପରେଖ, ୩ଟି ଜୋନକୁ ନେଇ ହେବ ଐତିହ୍ୟ ଜିଲ୍ଲା

ଭୁବନେଶ୍ୱର ନାବାଳିକା ନିର୍ଯାତନା ଅଭିଯୋଗ ମାମଲାରେ ବାଟବଣା ହେଉଛି କି ତଦନ୍ତ?

ରାଜ୍ୟର ସବୁ କୋଭିଡ୍‌ ହସ୍ପିଟାଲରେ ହେଲ୍‌ପ ଡେସ୍କ ବାଧ୍ୟତାମୂଳକ

ଦିନକରେ ୩୮୩୪ କରୋନା ଆକ୍ରାନ୍ତ ହେଲେ ସୁସ୍ଥ

କରୋନା ଆକ୍ରାନ୍ତ ଗର୍ଭବତୀ କେମିତି ନେବେ ଯତ୍ନ? ପରାମର୍ଶ ଦେଲେ ବିଶେଷଜ୍ଞ

ନିଜ କର୍ମଚାରୀଙ୍କୁ ଚିହ୍ନଟ କରିପାରୁନି କି ପୋଲିସ?

ପୁଣିଥରେ ମହିଳା କମିଶନଙ୍କ ନିକଟରେ ହାଜର ହେବା ପାଇଁ ଓଟିଭି ଏମଡିଙ୍କୁ ସମନ

ଭୁବନେଶ୍ୱରରେ କମୁଛି ଆକ୍ରାନ୍ତଙ୍କ ସଂଖ୍ୟା, ଆଜି ୩୪୫ ପଜିଟିଭ୍ ଚିହ୍ନଟ

ଏଥର କେମିତି ବସିବ ବିଧାନସଭାର ମୌସୁମୀ ଅଧିବେଶନ, ଜାଣନ୍ତୁ

+୨ ନାମ ଲେଖା ଅବଧି ବଢ଼ିଲା

ଚାହୁଁ ଚାହୁଁ ଜଳିଗଲା ଚଳନ୍ତା କାର୍

ଘରୁ ମିଳିଲା ନାବାଳିକାର ଅର୍ଦ୍ଧଦଗ୍ଧ ମୃତଦେହ

You might also like