• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Odishatv Bureau

କଲ୍ୟାଣସିଂହପୁର: ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁରରେ ଶିବ ମନ୍ଦିର କାନ୍ଥରେ ମାଓବାଦୀମାନେ ୪ଟି ପୋଷ୍ଟର ଲଗାଇଛନ୍ତି। ମାଓ ସଂଗଠନର ବାସଧରା ଘୁମୁସର ନାଗାବଳୀ ଡିଭିଜନ ପକ୍ଷରୁ ଏହି ପୋଷ୍ଟର ଲଗାଯାଇଛି।

ଏଥିରେ ଉଲ୍ଲେଖ ରହିଛି ଯେ, ନିୟମଗିରି ଜନ ଆନ୍ଦୋଳନକୁ ଧ୍ୱଂସ କରି କେନ୍ଦ୍ର ଓ ରାଜ୍ୟ ସରକାର ନିୟମଗିରି ପାହାଡ଼କୁ ବେଦାନ୍ତ ହାତରେ ଟେକି ଦେବାକୁ ଚକ୍ରାନ୍ତ କରୁଛନ୍ତି। ପୁଲିସ ଜନ ଆନ୍ଦୋଳନକୁ ଭଣ୍ଡୁର କରିବା ନିମନ୍ତେ ନିୟମଗିରି ଯୁବକଙ୍କୁ ମୋବାଇଲ୍‌ ଓ କିଛି ଟଙ୍କା ଦେଇ ନିଜର ଇନ୍‌ଫର୍ମର ବନାଉଛି।

 

Maoist-posters-at-shiva-temple-in-kalyansinghpur
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories